Odisha Link
Bridging the Missing Links in Odisha
Monthly Archives

November 2019

ଟ୍ରେନ୍‌ରେ ଏପରି ଗଲେ ଅଭିନେତା,…

ମୁମ୍ବାଇ : ସିନେମାରେ ଆକ୍ସନ,ଓ ରୋମାନ୍ସ ସହ କମେଡି ମଧ୍ୟ ତଡ଼କା ଲଗେଇଥାଏ । ବିନା କମେଡ଼ି ସିନେମାରେ ମଜା ଆସିନଥାଏ । ଆମେ ସବୁବେଳେ ଭାବିଥାଉ ଅଭିନେତା, ଅଭିନେତ୍ରୀ ଅନେକ ଆଡ଼ମ୍ବରପୂର୍ଣ୍ଣ ଜୀବନ ଶୈଳୀରେ ରହିଥାନ୍ତି କିନ୍ତୁ ବଲିଉଡ଼ର ଜଣେ ଅଭିନେତା ଟ୍ରେନରେ ନିଜର ଆଡ଼ମ୍ବରପୂର୍ଣ୍ଣ ଜୀବନ ଶୈଳୀକୁ…

ହେଲମେଟ୍‌ ପିନ୍ଧି ପିଆଜ ବିକିଲେ…

ନୂଆଦିଲ୍ଲୀ: ପିଆଜ ପାଇଁ ସାରା ଦେଶରେ ଭାଳେଣି। କାରଣ ଦେଶରେ ପିଆଜ ଦର ଆକାଶ ଛୁଆଁ ହୋଇଛି। ଯାହା ସାଧାରଣ ଲୋକଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ପିଆଜର ବର୍ଦ୍ଧିତ ଦର ପାଇଁ ସାଧାରଣ ଖାଉଟିଙ୍କୁ ନାହିନଥିବା ଅସୁବିଧା ଦେଖିବାକୁ ପଡୁଛି। ତେବେ ପିଆଜର ମହଙ୍ଗା ସମୟରେ ବିହାରରୁ ଆସିଛି ଏଭଳି ଏକ ଖବର…

ରାଜ୍ୟସରକାରଙ୍କୁ ବିଜେପିର ଟାର୍ଗେଟ

ଭୁବନେଶ୍ବର: ସିଏଜି ରିର୍ପୋଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି। ବିଜେପି ଅଭିଯୋଗ କରିଛି- ସରକାର ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ବଜେଟ କରିଥିଲେ। ୧୩ ହଜାର ୩୬୭ କୋଟି ରାଜସ୍ୱ ଅଧିକ ଆଦାୟ ହୋଇଥିବା ରାଜ୍ୟ ସରକାର ଦେଖାଇଛନ୍ତି। ତେବେ ୧୨ ହଜାର ୧୩୦ କୋଟି ମାର୍କେଟରୁ ସରକାର କାହିଁକି ଋଣ…

ସାମୂହିକ ଗଣବଳାତ୍କାର ଓ ହତ୍ୟାର…

ଭୁବନେଶ୍ୱର : ହାଇଦ୍ରାବାଦରେ ଭେଟେରିନାରୀ ଡାକ୍ତରଙ୍କ ସାମୂହିକ ଗଣବଳାତ୍କାର ଓ ଜୀବନ୍ତ ଜାଳି ହତ୍ୟାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦୃଢ ନିନ୍ଦା କରୁଛି, ତଥା ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ ଦାବି କରୁଛି । ପୁଲିସ୍ ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅହେତୁକ ବିଳମ୍ବ…

ନିଖୋଜ ଛାତ୍ରୀ ଉଦ୍ଧାର

ଭଂଜନଗର : ପିପିଲିର ଏକ ସ୍କୁଲରୁ ଜଣେ ୮ମ ଶ୍ରେଣି ଛାତ୍ରୀ ନିଖୋଜ ଥିଲେ । ସେ ୨ମାସ ତଳୁ ସ୍କୁଲରୁ ସେ ନକୋଜ ଥିଲେ । ଶିକ୍ଷୟିତ୍ରୀ ଛାତ୍ରୀ ଜଣଙ୍କ ସଂପର୍କରେ ଜିଲ୍ଲାପାଳଙ୍କୁ ଟୁଇଟ କରି ଜଣାଇଥିଲେ । ତାପରେ ଛାତ୍ରୀ ଜଣଙ୍କ ବିବାହ କରି ତାଙ୍କ ଶାଶୁଘରେ ଥିବା ସମୟରେ ପ୍ରଶାସନ ଉଦ୍ଧାର କଲା । ବଡ଼ଗଡ଼…

ମୋଦି ସରକାରଙ୍କୁ ଟାର୍ଗେଟ କଲେ…

ନୂଆଦିଲ୍ଲୀ: ଦିନକୁ ଦିନ ଖସୁଛି ଦେଶର ଆର୍ଥିକ ଅଭିବୃଦ୍ଧି ହାର। ଗତକାଲି ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୪.୫ ରହିଛି। ଯାହାକି ଦୀର୍ଘ ୭ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ଅଭିବୃଦ୍ଧି ହାର। ତିନି ମାସ ପୂର୍ବରୁ ଏହି ଅଭିବୃଦ୍ଧି ହାର କିନ୍ତୁ ୫ ପ୍ରତିଶତ ଥିଲା। ଗତବର୍ଷ କିନ୍ତୁ…

୨୭ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ…

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଖାରବେଳ ଭବନରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ଟି ପ୍ରକଳ୍ପର ଉଦଘାଟନ କରିଥିବାବେଳେ ୨୨ଟି ପ୍ରକଳ୍ପର ଶିଳାନ୍ୟାସ…

ନଦୀକୁ ଖସିଲା ପିକଅପ ଭ୍ୟାନ

ମହାରାଷ୍ଟ୍ର: ପୋଲରୁ ନଦୀକୁ ପିକଅପ୍‍ ଭ୍ୟାନ ଖସି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି। ମହାରାଷ୍ଟ୍ରର ଧୁଲେଇ ଭିନଚୁର ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଧୁଲେଇ ଭିନଚୁର ନିକଟରେ ନଦୀ ପୋଲରୁ ଉକ୍ତ ପିକଅପ ଭ୍ୟାନଟି ଖସିପଡ଼ିଥିଲା।

ଉଦ୍ଧବ ସରକାରଙ୍କୁ ଟାର୍ଗେଟ କଲେ…

ମୁମ୍ବାଇ: ଆଜି ମହାରାଷ୍ଟ୍ର ବିଧାନସଭାରେ ଶକ୍ତି ପରୀକ୍ଷା ଦେବେ ଉଦ୍ଧବ ସରକାର। ଗୃହରେ ବହୁମତ ସାବ୍ୟସ୍ତ କରିବେ ଉଦ୍ଧବ ସରକାର। ହେଲେ ଏହାର ପୂର୍ବରୁ ଉଦ୍ଧବ ସରକାର ପ୍ରୋଟେମ୍‌ ବାଚସ୍ପତିଙ୍କୁ ବଦଳି କରିଛନ୍ତି। ଯାହାକୁ ନେଇ ଉଦ୍ଧବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି…

ଖରିଫ୍‌ ଧାନ ସଂଗ୍ରହ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା ଖରିଫ ଧାନ ସଂଗ୍ରହ ବର୍ଷ ୨୦୧୯-୨୦ରେ ଚଳିତ ନଭେମ୍ବର ମାସଠାରୁ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯାଇ ଏ ପର୍ଯ୍ୟନ୍ତ ୯,୮୨,୭୯୦ କ୍ୱିଣ୍ଟାଲ୍‌ ଧାନ ସଂଗ୍ରହ କରାଯାଇଛି । ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବା ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥାରେ…