Odisha Link
Bridging the Missing Links in Odisha

ପୁଲିସ ଏସ୍ଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ପଟ୍ଟାମୁଣ୍ଡାଇ: ପୁଲିସ ମୋଟର୍ସ ଟ୍ରାନ୍ସପୋର୍ଟ ଏସଆଇ ଜନ୍ମେଜୟ ମଲ୍ଲିକଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୋଟ ୫ଟି ଭିଜିଲାନ୍ସ ଚଢାଉ ହୋଇଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଖତ ହୋଇପାରିନାହିଁ।