Odisha Link
Bridging the Missing Links in Odisha
Daily Archives

December 12, 2019

ମିଛ କହି ପ୍ରତାରିତ କରିବା ବଦଳରେ ବସ୍ତି…

ଭୁବନେଶ୍ବର: ଓଡିଶାର ସରକାରଙ୍କ ‘ଜାଗା ମିଶନ’କୁ ୱାର୍ଲ୍ଡ ହାବିଟାଟ୍ଆ ୱାର୍ଡ ମିଳିଥିବା ସରକାର ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱୟଂ ଏହି ସୁଚନାକୁ ସାମାଜିକ ଗଣମାଧ୍ୟମ ଟୁଇଟ ଜରିଆରେ କହିଥିବାବେଳେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କିନ୍ତୁ ଏହି ଆୱାର୍ଡ ପ୍ରଦାନ…

ବିଭାଗୀୟ ସ୍ଥାୟୀ କମିଟି-୩ଙ୍କର ନବମ ବୈଠକ

ଭୁବନେଶ୍ବର: ଆଜି ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ଙ୍କର ନବମ ବୈଠକ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୫ରେ ଅନୁଷ୍ଠିତ ଏହି ବୈଠକରେ କମିଟିର ସଦସ୍ୟମାନଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ସହ ପୂର୍ତ୍ତ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ…

ଫନୀ ପରେ ସ୍ଥାୟୀ ବିଦ୍ୟୁତ ସଂଯୋଗ ପାଇଁ…

ଭୁବନେଶ୍ବର: ମାହାଙ୍ଗା ଏବଂ ସାଲେପୁର ନିର୍ବାଚନ ମଣ୍ଡଳୀର ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଣ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଲୋକସେବା ଭବନ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ…

ଲିଙ୍ଗରାଜ ମନ୍ଦିର ପାଇଁ ରାଜ୍ୟ ସରକାରଙ୍କ…

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ଦିର ଚାରିପାଖର ଉନ୍ନତି ପାଇଁ ୬୬ ଏକର ପରିବ୍ୟାପ୍ତ ଏକାମ୍ରକ୍ଷେତ୍ର ଯୋଜନା ଆରମ୍ଭ ହେବ।…

ମୁଖ୍ୟମନ୍ତ୍ରୀ-ଆରବିଆଇ ଗଭର୍ଣ୍ଣର…

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ଦେଇଛନ୍ତି ଶଶିକାନ୍ତ ଦାସ। । ସେ କହିଛନ୍ତି ଯେ, ଆସନ୍ତାକାଲି ରିଜର୍ଭ ବ୍ୟାଙ୍କର ସେଣ୍ଟ୍ରାଲ ବୋର୍ଡ…

କୋର୍ଟରେ ସାକ୍ଷ୍ୟ ଦେଲେ ଉନ୍ନାଓ ଠାରୁ…

ନୂଆଦିଲ୍ଲୀ: ସାକ୍ଷ୍ୟ ଦେବା ପାଇଁ କୋର୍ଟରେ ପହଞ୍ଚିଲେ ପରିଣାମ ଭୟଙ୍କର ହେବ। ଉନ୍ନାଓ ଘଟଣାଠାରୁ ଆହୁରି ଭୟଙ୍କର ହେବ ବୋଲି ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଧମକ ମିଳିଛି। ପ୍ରାୟ ଏକ ବର୍ଷ ପୂର୍ବେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଘର ଦୁଆର ମୁହଁ କାନ୍ଥରେ ଏଭଳି ଏକ ଧମକପୂର୍ଣ୍ଣ ପୋଷ୍ଟର ଲଗା…

ଉଦ୍ଧବ ସରକାରରେ ହେଲା ମନ୍ତ୍ରଣାଳୟ…

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ହେବାର ୨ମାସ ପରେ ଆଜି ବଣ୍ଟା ହୋଇଛି ମନ୍ତ୍ରିମଣ୍ଡଳ। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୨ସପ୍ତାହ ପରେ ଆଜି ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାରର ମନ୍ତ୍ରଣାଳୟ ବଣ୍ଟା ହୋଇଛି। ଉଦ୍ଧବଙ୍କ ଶିବସେନା ଗୃହ ଏବଂ ନଗର ଉନ୍ନୟନ ବିଭାଗ ପାଇଛି।…

୧୫ ମିନିଟରେ ସୁଧୁରିପାରିବ…

ରାଞ୍ଚି: ମାତ୍ର ୧୫ ମିନିଟରେ ସୁଧୁରିପାରିବ ବିଗୁଡିଥିବା ଭାରତର ଅର୍ଥବ୍ୟବସ୍ଥା। ଏପରି କିଛି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଜି ରାହୁଲ ଗାନ୍ଧୀ ଝାଡ଼ଖଣ୍ଡର ରାଜମହଲ ଅଞ୍ଚଳରେ ଆୟୋଜିତ ଏକ ନିର୍ବାଚନରେ ଯୋଗ ଦେଇଥିଲେ। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି…

ନିର୍ଭୟା: ଆସନ୍ତା ୧୭ରେ ରିଭ୍ୟୁ ଆବେଦନର…

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବ ନିର୍ଭୟା ଦୁଷ୍କର୍ମକାରୀ ଅକ୍ଷୟ କରିଥିବା ରିଭ୍ୟୁ ଆବେଦନର। ୨୦୧୨ ମସିହାର ଏହି ମାମଲାରେ ସୁପ୍ରିମ୍‌କୋର୍ଟ ୨୦୧୭ ମସିହାରେ ଏହି ୪ ଜଣଙ୍କୁ ଦୋଷୀ ଦର୍ଶାଇ ତଳ କୋର୍ଟର ରାୟ କାଏମ ରଖିଥିଲେ। ନିର୍ଭୟା ଗଣଦୁଷ୍ମର୍ମ ଓ ହତ୍ୟା ମାମଲାରେ ୪ ଜଣ…

ପାଣିରେ ବୁଡ଼ି ୨ ଶିଶୁକନ୍ୟା ମୃତ

ସୁବର୍ଣ୍ଣପୁର: ସକାଳୁ ନିଖୋଜ ଥିବା ୨ ଶିଶୁକନ୍ୟାଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଛି। ସୋନପୁର ଥାନା ମଲିକମୁ‌ଣ୍ଡା ପୋଖରିରୁ ଉଦ୍ଧାର ହୋଇଛନ୍ତି। ସୂଚନା ଅନୁସାରେ ଆଜି ସକାଳୁ ଖେଳୁଥିବା ବେଳେ ୨ ଶିଶୁକନ୍ୟା ନିଖୋଜ ହୋଇଯାଇଥିଲେ। ମୃତ ଶିଶୁକନ୍ୟା ଦ୍ବୟଙ୍କ ବୟସ ୬ ଓ ୫ ବର୍ଷ ହୋଇଥିବା ସୂଚନା…