Odisha Link
Bridging the Missing Links in Odisha
Daily Archives

January 11, 2020

ଆଶିକ ଜମାଲଙ୍କ ଘରେ ସିବିଆଇର ଚଢାଉ

ରାଉରକେଲା : କେନ୍ଦ୍ରୀୟ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଆଶିକ ଜମାଲଙ୍କ ଘରେ ସିବିଆଇ ଚଢାଉ। ଆଜି ସକାଳ ୬ଟାରୁ ଝାଡଖଣ୍ଡ ସିବିଆଇର ଏକ ଟିମ୍ ଏବଂ ଓଡ଼ିଶା ସିବିଆଇର ଏକ ଟିମ୍ ଆଶିକଙ୍କ ଘରେ ମିଳିତଭାବେ ଚଢାଉ କରିଛନ୍ତି। ଆଶିକଙ୍କ ରାଉରକେଲା ସେକ୍ଟର-୬ ସ୍ଥିତ c-81 କ୍ୱାଟର୍ସ ଛଢାଉ ହୋଇଛି। ଝାଡ଼ଖଣ୍ଡର…

ପୁଞ୍ଜିଲାଲ କୁ ମିଳୁନି ପାରୋଲ

ବଲାଙ୍ଗିର: ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ ପୁଞ୍ଜିଲାଲ ମେହେରର ମା’ଇନ୍ଦୁମତୀ ମେହେରଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ପୁଞ୍ଜିଲାଲକୁ ମିଳିନି ପାରୋଲ। ଫଳରେ ବଲାଙ୍ଗିର ଡ଼ାକ୍ତରଖାନାରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ପଡ଼ିରହିଲାଣି ମା’ଙ୍କ ମୃତଦେହ। ପୁଞ୍ଜିଲାଲ ପାଟଣାଗଡ଼ କୋର୍ଟରେ ପାରୋଲ ପାଇଁ ଆବେଦନ କରିଥିବା…

ଓଲଟିଲା ଯାତ୍ରୀବାହୀ ବସ୍‍ ,୨ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଝାରପୁର ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‍ ଓଲଟି ୨ଜଣ ଗୁରୁତର ହୋଇଥିବା ବେଳେ ୩୦ ରୁ ଅଧିକ ଯାତ୍ରୀ ଅଳ୍ପକେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଗୁରୁତର ୨ ଜଣ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ…

ସୁଲେମାନଙ୍କ ବ୍ୟତୀତ ଆଉ କାହାକୁ…

ଓ୍ଵାସିଂଟନ୍‌: ଜାନୁଆରି ୩ ତାରିଖରେ ବାଗ୍‌ଦାଦ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟରେ ଯୁକ୍ତରାଷ୍ଟ୍ର ଆମେରିକାର ଡ୍ରୋନ୍‌ ଆକ୍ରମଣରେ କମାଣ୍ଡର୍‌ କାଶିମ୍‌ ସୁଲେମାନିଙ୍କର ମୃତ୍ୟୁ ଘଟିଥିଲା। ଡ୍ରୋନ୍‌ରୁ ରକେଟ୍‌ ନିକ୍ଷେପ କରି ସୁଲେମାନିଙ୍କୁ ହତ୍ୟା କରାଯିବା ଦିନ ଆମେରିକୀୟ ସେନା ଅନ୍ୟ ଜଣେ…

ଏସ୍‌ସିବି ଆଇସିୟୁରୁ ଅଭିଯୁକ୍ତ ଚମ୍ପଟ୍

କଟକ: ଏସ୍‌ସିବି ଆଇସିୟୁରେ ଚିକିତ୍ସାଧୀନ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି। ଆଇସିୟୁ ବେଡ୍‌ରେ ହ୍ୟାଣ୍ଡକପ୍ ଲାଗି ରହିଥିଲେ ମଧ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ଖୋଲତାଡ଼ ଚାଲିଛି। ସୂଚନାଯୋଗ୍ୟ ଯେ, ଗତ ୪ ତାରିଖରେ ମଦ ଦୋକାନରୁ ଚୋରି ଅଭିଯୋଗରେ ତାଙ୍କୁ ପଚରାଉଚରା…

କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତଲୋକଙ୍କ…

କୋରାପୁଟ: ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆଜି ଉତ୍ତ୍ୟକ୍ତଲୋକେ କୋରାପୁଟ-ବୋରିଗୁମ୍ମା-ରାଣୀଗଡ଼ ଠାରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପଟରେ ଶହ ଶହ ଯାନ ଅଟକି ରହିବା ସହ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ସୂଚନା ଅନୁସାରେ, ଶୁକ୍ରବାର ବାଲିପୂଜାରୀପୁଟ ଛକରେ କାର ଧକ୍କାରେ ୨…

ଓଲଟିଲା ଇନ୍ଧନ ଗ୍ୟାସ ଟ୍ୟାଙ୍କର

ଯାଜପୁର : ଆଜି ସକାଳେ ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କଢେଇ ଛକ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଛି। ଟ୍ୟାଙ୍କର ଓଲଟିବା ପରେ ଗ୍ୟାସ ଲିକ ହେଉଥିବା ଜଣାପଡ଼ିଛି। ଗ୍ୟାସ ଲିକ ରୋକିବା ପାଇଁ ବାଲେଶ୍ୱରରୁ ଏକ ସ୍ୱତନ୍ତ୍ର ଟିମ୍ ଆସୁଥିବା ନେଇ ଖବର ମିଳିଛି। ଗ୍ୟାସ ଲିକ ଖବର ପାଇ ଘଟଣାସ୍ଥଳରେ…

ମହାଦେଈ କଲ୍ୟାଣୀ ଗଜପତିଙ୍କ ଶାସନ ଆରମ୍ଭ

ପାରଳାଖେମୁଣ୍ଡି: ପାରଳାରେ ମହାଦେଈ କଲ୍ୟାଣୀ ଗଜପତିଙ୍କ ଶାସନ ଆରମ୍ଭ ହୋଇଛି। ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ ପରେ ରାଜ ପରିବାର ରୀତିନୀତି ଅନୁଯାୟୀ ସିଂହାସନ ଆରୋହଣ କରିଛନ୍ତି ତାଙ୍କ କନ୍ୟା କଲ୍ୟାଣୀ ଗଜପତି। ବିଧିବଦ୍ଧ ଭାବେ ରାଜ ପୁରୋହିତ କଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଷେକ…

ଯାନ୍ତ୍ରିକ ତ୍ରୁଟି ନୁହେଁ, ଗୁଳି ମାଡ଼ରେ…

ଡେସ୍କ: ୟୁକ୍ରେନର ଏକ ଯାତ୍ରୀବାହୀ ବିମାନରେ ନିଆଁ ଲାଗି ଦୁର୍ଘଟଣା ଗ୍ରସ୍ତ ହେବା ଏବଂ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କୁ ମିଶାଇ ୧୭୬ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ମିଳିଛି ନୂଆ ତଥ୍ୟ। ପୂର୍ବରୁ ୟୁକ୍ରେନ ଆନ୍ତର୍ଜାତିକ ଏୟାରଲାଇନ୍ସର ବୋଇଙ୍ଗ ବିମାନ ୭୩୭-୮୦୦ରେ ନିଆଁ ଲାଗିବା ପରେ…

ଖଣି ପାଇଁ ବଳି ପଡ଼ିବ ୯ ଲକ୍ଷ ଶାଳଗଛ!

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଖଣି ଖନନ ପାଇଁ ପୂର୍ବରୁ ପ୍ରାୟ ୨୪ ହଜାର ହେକ୍ଟର ଜଙ୍ଗଲ ଧ୍ବଂସ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ତାହାର କ୍ଷତି ଭରଣା ହୋଇ ପାରି ନାହିଁ। ଏବେ ପୁଣି ଯୋଡ଼ା ଓ ବଣାଇ ଅଞ୍ଚଳରେ ୯ଟି ନୂଆ ଖଣି ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେଉଛି। ଏଥିପାଇଁ ପ୍ରାୟ ୯ ଶହ ହେକ୍ଟର…