Odisha Link
Bridging the Missing Links in Odisha
Daily Archives

January 15, 2020

ଗୁରୁବାର ଘର ହେବ ଅନ୍ଧାର !

ଭୁବନେଶ୍ବର: ଆଜି ସୁଦ୍ଧା ଆପଣ ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରି ନାହାନ୍ତି କି? ଯଦି ନା କାଲିଠୁ ଅର୍ଥାତ୍ ଗୁରୁବାରଠୁ  କଟିଯିବ ଆପଣଙ୍କ ବିଦ୍ୟୁତ୍‌ ସଂଯୋଗ। ସେସୁ ଅଧୀନରେ ଥିବା ୯ଟି ଜିଲ୍ଲାରେ ଯେଉଁ ବିଦ୍ୟୁତ୍‌ ଉପଭୋକ୍ତାମାନେ ବିଦ୍ୟୁତ୍‌ ବ୍ୟବହାର କରି ଏହାର ବିଲ୍‌ ପୈଠ କରୁନାହାନ୍ତି, ସେମାନଙ୍କ…

ବିଛୁପାଲି ରେଳଷ୍ଟେସନ: ଯାତ୍ରୀ ଦିନକୁ…

ଭୁବନେଶ୍ବର: ରାଜ୍ୟରେ ଏଭଳି ଏକ ରେଳ ଷ୍ଟେସନ ଅଛି ଯେଉଁଠି ମାତ୍ର ୨ଜଣ ଯାତ୍ରୀ ରେଳରେ ଯାତ୍ରା କରିଛି। ଏପରିକି ମାତ୍ର ୨ ଜଣ ଯାତ୍ରୀରେ ଆଉ ବେଳେ ବିନା ପାସେଞ୍ଜରରେ ଚାଲୁଛି ପାସେଞ୍ଜର ଟ୍ରେନ୍। ଏକଥାଟି ଅବିଶ୍ବାସ ଲାଗୁଥିଲେ ବି ନିରାଟ ସତ୍ୟ। ଏଭଳି ଖବର ଆସିଛି ବଲାଙ୍ଗୀର ଜିଲ୍ଲାର ବିଛୁପାଲି…

ମାସ ଶେଷରେ ବନ୍ଦ ହେବ ବ୍ୟାଙ୍କ, ବ୍ୟାଙ୍କ…

ଭୁବନେଶ୍ବର: ମାସ ଶେଷରେ କିଛି ବ୍ୟାଙ୍କ କାର୍ଯ୍ୟ କରିବାକୁ ସ୍ଥିର କରିଛନ୍ତି କି? ତେବେ ତା ପୂର୍ବରୁ ବ୍ୟାଙ୍କ ସମ୍ବନ୍ଧୀୟ କାମ ଶେଷ କରିନିଅନ୍ତୁ। ଜାନୁଆରି ୩୧ ତାରିଖ ଓ ଫେବ୍ରୁଆରି ୧ ତାରିଖ ଲଗାତାର ଦୁଇ ଦିନ ଧରି ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଦରମା ପ୍ରଦାନ ଜନିତ ଅନେକ ସମସ୍ୟାକୁ କେନ୍ଦ୍ର…

ରାଜ୍ୟ ବିଜେପିର ମଙ୍ଗୁଆଳ ଦୌଡରେ ଏହି…

ଭୁବନେଶ୍ବର: ବାସ୍‌ ଗୋଟିଏ ଦିନ ପରେ ରାଜ୍ୟ ବିଜେପି ବାଛିବ ନୂଆ ମଙ୍ଗୁଆଳ। ବହୁ ସମୀକ୍ଷାର ଅନ୍ତ ଘଟାଇ ଆସନ୍ତାକାଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ। ତେବେ ସହମତି ଭିତ୍ତିରେ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଜଣେ ହିଁ ନାମାଙ୍କନ ଭରିବେ ଓ ୧୭…

ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ୍…

ନୂଆଦିଲ୍ଲୀ: ଦୁନିଆର କ୍ରିକେଟର ସବୁଠାରୁ ବଡ଼ ସଂସ୍ଥା ଇଣ୍ଟରନେଶନାଲ କ୍ରିକେଟ କାଉନସିଲ୍ (ଆଇସିସି) ଆଜି ୨୦୧୯ ପାଇଁ ଆଇସିସି ଆଓ୍ୱାର୍ଡ ଘୋଷଣା କରିଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ମିଳିଛି। ବିଶ୍ୱକପ୍ ସମୟରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍…

ରାଜକୋଟ ଦିନିକିଆରୁ ବାଦ ପଡ଼ିପାରନ୍ତି ଋଷଭ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଓ୍ବିକେଟ କିପର ତଥା ବାମହାତୀ ମିଡିଲ ଅର୍ଡର ଖେଳଳୀ ଋଷଭ ପନ୍ତ ଖେଳିନପାରନ୍ତି ରାଜକୋଟ ଦିନିକିଆ। ଗତକାଲି ୱାଙ୍ଖଡେ ଷ୍ଟାଡ଼ିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା…

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କୁ…

ନୂଆଦିଲ୍ଲୀ: ଆଜି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଦିଲ୍ଲୀର ତିସ ହଜାରୀ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ବିବାଦୀୟ ନାଗରିକତା ଆଇନ(ସିଏଏ) ବିରୋଧରେ ବିକ୍ଷୋଭ କରି ଗିରଫ ହୋଇଥିଲେ ଚନ୍ଦ୍ରଶେଖର ଆଜାଦ। ଆଡସିନାଲ ସେସନ୍ସ ଜଜ୍‌ କାମିନି ଲାଉ ୨୫ ହଜାର ବେଲ ବଣ୍ଡ ବଦଳରେ ଆଜାଦଙ୍କୁ ଜାମିନ…

ବିଦା ହେଲେ ଡିଏସ୍‌ପି ଦବିନ୍ଦର ସିଂହ

ନୂଆଦିଲ୍ଲୀ: ଚାକିରିରୁ ବହିଷ୍କୃତ ହେଲେ ଜମ୍ମୁ-କଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହ। ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ଜମ୍ମୁ-କଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହ ଶନିବାର ଗିରଫ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ହେଲେ ଆଜି ଶେଷରେ ବହିଷ୍କୃତ କରାଯାଇଛି।। ଏ ସମ୍ପର୍କରେ…

ତରଣଜୀତ ସିଂହ ସନ୍ଧୁ ହେବେ ଆମେରିକାରେ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ତରଣଜୀତ ସିଂହ ସନ୍ଧୁଙ୍କୁ ଆମେରିକାସ୍ଥିତ ଭାରତୀୟ ଦୂତାବାସରେ ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦେଇଛନ୍ତି। ସେ ବର୍ତ୍ତମାନ ଶ୍ରୀଲଙ୍କାରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିବା…

ଲାଞ୍ଚ ମାଗି ମହିଳା ଏସ୍‌ଆଇ ନିଲମ୍ବିତ

ଖୋର୍ଦ୍ଧା : ଥାନା ଏସଆଇ ଲାଞ୍ଚ ମାଗିବା ଅଡିଓ ଭାଇରାଲ୍ ଖବର ପ୍ରସାରିତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି। ଏସଆଇ ସୁଜାତା ପଲେଇଙ୍କୁ ନଲମ୍ବିତ କରିଛନ୍ତି ଖୋର୍ଦ୍ଧା ଏସ୍‌ପି । ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ଜଣେ ଯୁବକ ତାଙ୍କ ସାଙ୍ଗଙ୍କ ସହ ପ୍ରେମିକାଙ୍କୁ…