Odisha Link
Bridging the Missing Links in Odisha
Daily Archives

March 24, 2020

କରୋନା: ମୁମ୍ବାଇରେ ଫସିଥିଲେ ୨୫ ଜଣ…

ଭୁବନେଶ୍ବର: ସାରା ବିଶ୍ୱରେ ବର୍ତମାନ ମହାମାରୀ କରୋନା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ମୁମ୍ବାଇରେ ଫସି ରହିଥିବା ୨୫ ଜଣ ବରିଷ୍ଠ ନାଗରିକଙ୍କୁ ସହାୟତାର ହାତ ବଢାଇଲା ଓଡ଼ିଶା -ମୋ ପରିବାର। କଟକ ବରିଷ୍ଠ ନାଗରିକ ମହାସଭାର ଚେୟାରମ୍ୟାାନ ଶ୍ରୀ ବିଷ୍ଣୁ ଦାସ ସାମନ୍ତ ୨୫ ଜଣ ବରିଷ୍ଠ ନାଗରିକ…

ଅର୍ଥମନ୍ତ୍ରୀଙ୍କ ଘୋଷଣା ଚ୍ୟାଲେଞ୍ଜିଂ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରୁ ଭିଡିଓ କନଫରେନ୍ସି ଯୋଗେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରଣାଳୟ ତଥା ପିଏସୟୁର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବା ସିଏମଡିଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ…

ରାଜ୍ୟରେ ଆୟୁଷ୍ମାନ ଯୋଜନାକୁ ତୁରନ୍ତ…

ଭୁବନେଶ୍ବର: ରାଜ୍ୟରେ ଆୟୁଷ୍ମାନ ଯୋଜନାକୁ ତୁରନ୍ତ ଲାଗୁ କରିବାକୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାରଙ୍କର ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଥିବା ଆୟୁଷ୍ମାନ ଯୋଜନାକୁ ଲାଗୁ କରିବାକୁ ସେ ଟ୍ୱିଟ କରି…

ମୋଦିଙ୍କ ବଡ଼ ଘୋଷଣା: ଦେଶବ୍ୟାପୀ ୨୧ ଦିନ…

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ବିଶ୍ବରେ ୩ ଲକ୍ଷ ଲୋକଙ୍କୁ କରୋନା ଭୂତାଣୁ ଆକ୍ରାନ୍ତ କରିଥିବା ବେଳେ ଭାରତର ସ୍ଥିତି ଏ ଯାଏଁ ଖରାପ ହୋଇନାହିଁ। ତେବେ ଅନ୍ୟ ଦେଶର ସ୍ଥିତିକୁ ଉଦାହରଣ ଭାବେ ନେଇ ପ୍ରତିଷେଧକମୂଳକ ପଦକ୍ଷେପ ଭାବେ ଆଜି ମଧ୍ୟରାତ୍ରିରୁ…

କରୋନା ମାନେ ‘କେହି ରାସ୍ତାକୁ…

ନୂଆଦିଲ୍ଲୀ: ଆଜି ମହାମାରୀ କରୋନା ଭାଇରସକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଜନତାଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଜନତା କର୍ଫ୍ୟୁକୁ ଭାରତବାସୀ ସଫଳ କରିଛନ୍ତି ଆଉ ଜଣାଇଛନ୍ତି କି ଭାରତକୁ ବିପଦ ଆସିଲେ ସମସ୍ତେ କେମିତି ଏକଜୁଟ ହୋଇ ଲଢନ୍ତି। ହେଲେ କରୋନା…

୨୧ ଦିନ ଯାଏ ପୂରା ଦେଶ ଲକ୍‌ ଡାଉନ୍

ନୂଆଦିଲ୍ଲୀ: ଆଜି ମହାମାରୀ କରୋନା ଭାଇରସକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଜନତାଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଜନତା କର୍ଫ୍ୟୁକୁ ଭାରତବାସୀ ସଫଳ କରିଛନ୍ତି ଆଉ ଜଣାଇଛନ୍ତି କି ଭାରତକୁ ବିପଦ ଆସିଲେ ସମସ୍ତେ କେମିତି ଏକଜୁଟ ହୋଇ ଲଢନ୍ତି। ହେଲେ କରୋନା…

ଗୋପାଳପୁର ବନ୍ଦର ସ୍ୱାଭାବିକ ଭାବେ…

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅଧୀନରେ ଆସୁଥିବାରୁ ଗୋପାଳପୁର ପୋର୍ଟସ୍ ଲିମିଟେଡ୍ (ଜିପିଏଲ୍‌)ରେ କାର୍ଯ୍ୟ ସ୍ୱାଭାବିକ ରହିଛି। ବର୍ଥରେ ମାଲ ପରିଚାଳନା ଜାରି ରହିଛି। କରୋନା-୧୯ ବ୍ୟାପିବାକୁ ରୋକିବା ଲାଗି ବନ୍ଦର ତରଫରୁ ସମସ୍ତ ପ୍ରକାର ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତ…

ଆମେରିକା ଅସମ୍ଭାଳ: ୪୬,୧୬୮ କରୋନା…

ଓଏଲ୍‌ ବ୍ୟୁରୋ: ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ନିୟନ୍ତ୍ରଣ ଅଅଣାୟତ ହୋଇପଡ଼ିଛି। ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଗତ ୩ ଦିନ ଭିତରେ ୨୦,୦୦୦ରୁ ଅଧିକ ନୂଆ ରୋଗୀ ଠାବ ହୋଇଥିବା ବେଳେ କେବଳ ଆଜି ଗୋଟିଏ ଦିନରେ ପ୍ରାୟ ୧୧,୦୦୦ ନୂଆ ରୋଗୀ ଠାବ ହୋଇଛନ୍ତି।…

କରୋନା ମୁକାବିଲା: ସହଯୋଗର ହାତ ବଢ଼େଇଲେ…

ନୟାଗଡ଼: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି ନୟାଗଡ଼ ଇଟାମାଟିର ଆଶିଷ କୁମାର ଅଗ୍ରଓ୍ବାଲ। ସେ ଦେଶରେ ଲାଗି ରହିଥିବା ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ କରୋନା ସହାୟତା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କୁ ୫୧,୦୦୦ ଟଙ୍କାର ଏକ ଚେକ୍‌ ପ୍ରଦାନ କରିଛନ୍ତି। ଆଜି ସନ୍ଧ୍ୟାରେ…

ମୋ ଜୀବନ କାର୍ଯ୍ୟକ୍ରମ: ବାପାଙ୍କ ନାମରେ…

ଭୁବନେଶ୍ବର: କରୋନା ଭୂତାଣୁ ସାରା ବିଶ୍ବକୁ କବଳିତ କରିଥିବା ବେଳେ ଏଯାଏଁ ଏହାର ନିରାକରଣ ପାଇଁ କୌଣସି ଔଷଧ ବାହାରିନାହିଁ। ସଚେତନତା ହିଁ ଏହି ଭୂତାଣୁ ଠାରୁ ରକ୍ଷା ପାଇବାର ଏକମାତ୍ର ଉପାୟ। ଓଡ଼ିଶାର ସବୁ ଅଞ୍ଚଳରେ ଆଜି ଠାରୁ ଲକ୍‌ଡାଉନ୍‌ ଲାଗୁ ହୋଇଥିଲେ ହେଁ ଅନେକ ସ୍ଥାନରେ ଜନସଚେତନତାର ଅଭାବ ହେତୁ…