ଚୀନ କମାଣ୍ଡିଙ୍ଗ ଅଫିସର ମୃତ
ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲଓ୍ବାନା ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି। ଯାହାକି ଏବେ ତିବ୍ର ରୂପ ଧାରଣ କରିଛି। ଏଭଳିକି ଉଭୟ ଦେଶର ସେନା ମଧ୍ୟରେ ହିଂସାତ୍ମକ ସଂର୍ଘଷ ଦେଖିବାକୁ ମିଳିଛି।
ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସେନା ପ୍ରାଣ ହରାଇଛନ୍ତି। ହେଲେ ଚୀନ ବହୁ କ୍ଷତି ସହିବାକୁ ପଡ଼ିଛି। କାରଣ ଚୀନ ସେନାର କମାଣ୍ଡିଙ୍ଗ୍ ଅଫିସର ଏହି ସଂଘର୍ଷରେ ମୃତ୍ୟୁ ବରଣ କରିଛନ୍ତି। ଏପରକି ୪୩ ଜଣ ଚୀନ ସୈନ୍ୟକ ମୃତାହତ ହୋଇଥିବା ଖବର ପ୍ରକାଶ ପାଇଛି।
Commanding Officer of the Chinese Unit involved in the face-off with Indian troops in the Galwan Valley among those killed: Sources confirm to ANI pic.twitter.com/MWbEUZezba
— ANI (@ANI) June 17, 2020
Comments are closed.