Odisha Link
Bridging the Missing Links in Odisha
Daily Archives

June 17, 2020

କେହି ଭ୍ରମରେ ରୁହନ୍ତୁ ନାହିଁ, ଯବାନଙ୍କ…

ନୂଆଦିଲ୍ଲୀ: ଭାରତ- ଚୀନ ସାମ୍ପ୍ରତିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ଦେଇଛନ୍ତି। ଗଲଓ୍ବାନ ଘାଟିରେ ହୋଇଥିବା ସଂଘର୍ଷର ୩୬ ଘଣ୍ଟା ପରେ ପିଏମ୍‌ ମୋଦି ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଦେଶର ଅଖଣ୍ଡତା ସହ କେବେ ହେଲେ ବୁଝାମଣା…

ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ:…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କରୋନା ରୋଗର ଚିକିତ୍ସା ପାଇଁ ନିର୍ଦ୍ଧିଷ୍ଟ ପଦ୍ଧତି ବାହାରି ନାହିଁ । ତେଣୁ ସତର୍କତା ହିଁ ମାନବ ଜାତି ପାଇଁ ଶ୍ରେଷ୍ଠ ଉପାୟ। ସାମାଜିକ ଦୂରତା, ମାସ୍କ…

ଭାରତ-ଚୀନ ବିବାଦ: ଜୁନ୍‌ ୧୯ରେ ସର୍ବଦଳୀୟ…

ନୂଆଦିଲ୍ଲୀ: ଭାରତ- ଚୀନ ସାମ୍ପ୍ରତିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଆସନ୍ତା ଜୁନ୍‌ ୧୯ ତାରିଖ ଦିନ ମୋଦି ଏହି ବୈଠକ ଡାକିଛନ୍ତି। ଭର୍ଚୁଆଲ ମିଟିଂରେ ବିଭିନ୍ନ ରାଜନେଅତିକ ଦଳର ସଭାପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୂର୍ବ ଲଦାଖର ଗଲୱାନ ଘାଟିରେ…

୨୦ ଜଣ ବୀର ଶହୀଦଙ୍କ ତାଲିକା ଜାରି କଲା…

ନୂଆଦିଲ୍ଲୀ: ଗଲଓ୍ବାନ ଉପତ୍ୟକାରେ ଭାରତ-ଚୀନ ମଧ୍ୟରେ ଲାଇନ୍‌ ଅଫ୍‌ ଆକ୍ଚୁଆଲ କଣ୍ଟ୍ରୋଲକୁ ନେଇ ବିବାଦ ଲାଗି ରହିଛି। ଗତକାଲି ସୀମାରେ ହୋଇଥିବା ସଂଘର୍ଘରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଥିଲେ। ସେହି ୨୦ ଜଣଙ୍କର ନାମ ଘୋଷଣା କରିଛି ଭାରତୀୟ ସେନା। ସେମାନଙ୍କ ମଧ୍ୟରେ ସେନାର ଜଣେ ଅଧିକାରୀ ଥିବାବେଳେ…

ଚୀନ କମାଣ୍ଡିଙ୍ଗ ଅଫିସର ମୃତ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲଓ୍ବାନା ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି। ଯାହାକି ଏବେ ତିବ୍ର ରୂପ ଧାରଣ କରିଛି। ଏଭଳିକି ଉଭୟ ଦେଶର ସେନା ମଧ୍ୟରେ ହିଂସାତ୍ମକ ସଂର୍ଘଷ ଦେଖିବାକୁ ମିଳିଛି। ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସେନା ପ୍ରାଣ ହରାଇଛନ୍ତି। ହେଲେ ଚୀନ ବହୁ…

ଭାରତ-ଚୀନ ବିବାଦ: ୨ ଓଡ଼ିଆ ଯବାନ ଶହୀଦ

ଭୁବନେଶ୍ବର: ଗଲୱାନା ଉପତ୍ୟକାରେ ଭାରତ ଓ ଚୀନ ମୁହାଁମୁହିଁ ଘଟଣା ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି। ଦେଶ ପାଇଁ ଜୀବନ ଦେଲେ ୨ ଓଡ଼ିଆ ଯବାନ। ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ଶହୀଦ ହୋଇଛନ୍ତି। ସେହି ଶହୀଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ଜଣେ…

ରାଜ୍ୟରେ ଆଉ ୧୭୫ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୧୭୫ ଜଣ କରୋନା ଆକ୍ରାନ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ପରଲୋକରେ ବାଲେଶ୍ବରର ସଦର ବିଧାୟକ ମଦନ…

ଭୁବନେଶ୍ବର: ପରଲୋକରେ ବାଲେଶ୍ବରର ସଦର ବିଧାୟକ ମଦନ ମୋହନ ଦତ୍ତ। ସେ ଭାରତୀୟ ଜନତା ଦଳର ବିଧାୟକ ଥିଲେ। ମଦନ ମୋହନ ଦତ୍ତଙ୍କ ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିବା ତାଙ୍କ ପୁଅ ମାନସ ଦତ୍ତ ସୂଚନା ଦେଇଛନ୍ତି। ପ୍ରାୟ ଦେଢ଼ମାସ ହେବ ସେ…

ଆଜି ନବୀନଙ୍କ ସମେତ ୧୪ଟି ରାଜ୍ୟର…

ନୂଆଦିଲ୍ଲୀ: ଗତକାଲି ପରି ଆଜି ମଧ୍ୟ ଅପରାହ୍ନ ୩ଟାରେ ୧୫ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳଙ୍କ ମୁଖ୍ୟଙ୍କ ସହ ଆଲୋଚନା କରିବେ ପିଏମ୍‌ ମୋଦି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୫ଟି ରାଜ୍ୟର ମୁଖ୍ୟଙ୍କ ସହ ଚର୍ଚ୍ଚା କରିବେ ମୋଦି । ଗତକାଲି ୨୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ…

ବଡ଼ ଖବର: ଦିନକରେ ସର୍ବାଧିକ ୨୦୦୩ ଜଣଙ୍କ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିସହିତ ଦନକରେ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ରେକର୍ଡ ସୃଷ୍ଟି କରିଛି। ୨୪ ଘଣ୍ଟାରେ ଭାରତରେ…