ଭୂକମ୍ପରେ ଥରିଲା ତୁର୍କୀ; ସହାୟତାର ହାତ…
ଓଏଲ୍ ବ୍ୟୁରୋ : ତୁର୍କୀରେ ବାରମ୍ବାର ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଜଣା ପଡିଥିଲା। ଭୂକମ୍ପରେ ଅନେକ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ବଡ ବଡ଼ କୋଠା ଭାଙ୍ଗି ଯାଇଛି। ତେବେ ବଡ଼ ବଡ଼ କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଭୂକମ୍ପ ପ୍ରଭାବିତ…