Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ୨୦୨୦ ପରୀକ୍ଷା ଫଳ। ୭୩ତମ ର‍୍ୟାଙ୍କ୍ ସହ ଦେବାଶିଷ ରାଉତ ଓଡିଶାରେ ଟପ୍ପର ହୋଇଛନ୍ତି। ଚଳିତ ବର୍ଷ ଜେଇଇ ଆଡଭାନ୍ସ ପରୀକ୍ଷାରେ ସମୁଦାୟ ୧,୫୦,୮୩୮ ପ୍ରାର୍ଥୀ ଅଂଶ ଗ୍ରହଣ କରିଥିଲେ।

ପେପର ୧ ଓ ୨ରେ ୪୩, ୨୦୪ ପରୀକ୍ଷାର୍ଥର ଉତ୍ତୀର୍ଣ୍ଣ କରିଛନ୍ତି। ମୋଟ ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୬,୭୦୭ ଜଣ ମହିଳା ଅଟନ୍ତି। ଜେଇଇ ଆଡଭାନ୍ସ ରେଜଲ୍ଟ http://result.jeeadv.ac.in/ ଓ୍ବେବ୍‌ସାଇଟ୍‌ରେ ଛାତ୍ରଛାତ୍ରୀ ଦେ‌ଖି ପାରିବେ।

Comments are closed.