Odisha Link
Bridging the Missing Links in Odisha
Daily Archives

October 5, 2020

କଟକରେ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ମହାନଗର ନିଗମ ଅଞ୍ଚଳରୁ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୩ ମଧ୍ୟରୁ କ୍ୱାରେଣ୍ଟିନରୁ ୪୭, ଓ ଲୋକାଲ କଣ୍ଟା କେସ୍- ୪୬ । ସରକାରୀ କ୍ୱାରେଣ୍ଟିନରୁ ୧୪ ପୁରୁଷ, ୧୬ ଜଣ ମହିଳା ଆକ୍ରାନ୍ତ ଚିହ୍ନଟ ହୋଛନ୍ତି। ସିଡିଏ ସେକ୍ଟର-୬ରୁ ୯, ବିଡାନାସୀ- ୫, ସେକ୍ଟର-୭ରୁ ୩ ଜଣ ଆକ୍ରାନ୍ତ…

ରାଜ୍ୟରେ ୪ହଜାର ୯୮ କରୋନା ଆକ୍ରାନ୍ତ…

ଭୁବନେଶ୍ବର : ରାଜ୍ୟରେ ୪ହଜାର ୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୨୦୬୪୦୦ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।   ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । କଟକ…

ସାଂସଦ ସଞ୍ଜୟ ସିଂଙ୍କୁ କାଳି ମାଡ଼

ଲକ୍ଷ୍ନୌ:  ହାଥରାସ ଘଟଣାକୁ ନେଇ କ୍ରମାଗତ ରାଜନୈତିକ ଆନ୍ଦୋଳନ ଚାଲିଛି। ତେବେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ପୀଡିତାଙ୍କ ପରିବାରକୁ ଭେଟିଥିଲେ। ସଞ୍ଜୟ ସିଂ ପରିବାରକୁ ଭେଟିବା ପରେ କହିଛନ୍ତି, ପରିବାର ସଦସ୍ୟ ଭୟଭୀତ ଅଛନ୍ତି। ସିବିଆଇ ତଦନ୍ତକୁ ନେଇ ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।…

କରୋନା ଘରୋଇ ଚିକିତ୍ସା ପାଇଁ ସରକାର…

ଭୁବନେଶ୍ୱର: କରୋନା ମହାମାରି କମିବାର ନାଁ ଧରୁନି । ଏହା ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସହିତ ଭ୍ୟାକସିନ୍ କେବେ ବାହାରିବ ତାହା ଜଣା ପଡ଼ି ନାହିଁ । କରୋନାରୁ ସତର୍କ ରହିବା ପାଇଁ ଡାକ୍ତର ମଧ୍ୟ ବିଭିନ୍ନ ପରାମର୍ଶ ଦେଉଛନ୍ତି। ତେବେ ଏସସିବି ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ଏକ ଖାସ୍…

୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବଲାଙ୍ଗିର: ପୁଣି ଆଜି ବଲାଙ୍ଗିର ସହରର ମୁଖ୍ୟ ଅଞ୍ଚଳରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟ ।କଲେଜ ଛକ ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଡିବି ଶାଖା ସମ୍ମୁଖରୁ ଦୁଇ ଯୁବକ ଆସି ପାଞ୍ଚ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ନେଇ ଫେରାର ହୋଇଛନ୍ତି। ସୂଚନା ଅନୁସାରେ ଟିକ୍ରାପଡାର ବ୍ୟବସାୟୀ ସଞ୍ଜୟ ଶତପଥୀ କଲେଜ…

ବିଜୁ ଜନତା ଦଳ : ଯୁବ ଛାତ୍ର ସଙ୍ଗଠନ

ଭୁବନେଶ୍ୱର : ବିଜୁ ଜନତା ଦଳ ତାର ଦୁଇ ପ୍ରମୁଖ ସଂଗଠନ ଯୁବ ଓ ଛାତ୍ର ଶାଖାର ପୁନର୍ଗଠନ କରିସାରିଛି |ପ୍ରଥମେ କମିଟି ଚୟନ ଓ ପରେ ସଭାପତି ମନୋନୟନ କରି ଦଳ ଏକ ନୂଆ ରାଜନୈତିକ ପରମ୍ପରା ସୃଷ୍ଟି କରିଛି  ନବୀନଙ୍କ ଏହି ମାଷ୍ଟର ଫଣ୍ଡା ବିଗତ ବର୍ଷ ଧରି ସଂଗଠନର ଧୀମା ଗତିକୁ ଚଳଚଂଚଳ କରିପାରିଥିବା ଆଲୋଚନା…

ବିଜେଡିର ଦୁର୍ନୀତି, ଭ୍ରଷ୍ଟାଚାର,…

ଭୁବନେଶ୍ୱର : ରାଜ୍ୟରେ ଶାସକ ବିଜୁ ଜନତା ଦଳର ଏକଛାଟିଆ, ମନୋମୁଖୀ ଶାସନରେ ରାଜ୍ୟବାସୀ ହନ୍ତସନ୍ତ । ଦୁର୍ନୀତି ଏବଂ ଅତ୍ୟାଚାର ବର୍ତମାନ ଶାସନ ବ୍ୟବସ୍ଥାର ଅଙ୍ଗ ପାଲଟି ଯାଇଛି । କୃଷକ, ଚାଷୀ, ମହିଳା ବିରୋଧୀ ଶାସକ ବିଜେଡି ଦଳର ବିଧାୟକ, ସାଂସଦଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…

୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆଗାମି ୨୪ ଘଣ୍ଟାରେ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା ସକାଳ ୮ଟା ୩୦ ପର୍ଯ୍ୟନ୍ତ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତି , ଗଞ୍ଜାମ , ରାୟଗଡ଼ା , ମାଲକାନଗିରି , କୋରାପୁଟ ,ନବରଙ୍ଗପୁର ,କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର , ବରଗଡ଼,…

ଯୁକ୍ତ ୨ ଦ୍ୱିତୀୟ କଟଅଫ୍ ମାର୍କ ତାଲିକା…

ଭୁବନେଶ୍ୱର:  ଯୁକ୍ତ ୨ ଆଡମିଶନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ କଟଅଫ ମାର୍କ ତାଲିକା ପ୍ରକାଶ ପାଇଛି । କଳାରେ ବିଜେବି, ବିଜ୍ଞାନରେ ରେଭେନ୍ସା ଓ ବାଣିଜ୍ୟରେ ବ୍ୟାସନଗର ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରଥମରେ ରହିଛି । କଳାରେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ୭୦ ପ୍ରତିଶତ କଟଅଫ ସହ ଶୀର୍ଷରେ ରହିଛି । ସେହିପରି…

ରାଜଧାନୀରୁ ଆଉ ୩୧୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ରାଜଧାନୀରୁ ଆଉ ୩୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୯୨ ଓ ସ୍ଥାନୀୟ ଅଞ୍ଚଳରୁ ୨୨୭ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ ୨୪ ଘଣ୍ଟାରେ ୩୧୫ ଜଣ…