Odisha Link
Bridging the Missing Links in Odisha

୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆଗାମି ୨୪ ଘଣ୍ଟାରେ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା ସକାଳ ୮ଟା ୩୦ ପର୍ଯ୍ୟନ୍ତ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଗଜପତି , ଗଞ୍ଜାମ , ରାୟଗଡ଼ା , ମାଲକାନଗିରି , କୋରାପୁଟ ,ନବରଙ୍ଗପୁର ,କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର , ବରଗଡ଼, ସମ୍ବଲପୁର ,ସୁବର୍ଣ୍ଣ ପୁରରେ ପ୍ରବଳ ବର୍ଷାର ହେବାର ସମ୍ଭାବନା ଅଛି ।

ପ୍ରବଳ ବର୍ଷା ସମ୍ଭାବନା କାରଣରୁ ଏହି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖି ସୂଚନା ଦେଇଛନ୍ତି। ସମସ୍ତ ପ୍ରକାର ପରିସ୍ଥିତିକୁ ସାମ୍ମନା କରିବା ପାଇଁ ପ୍ରସ୍ତୁତ ରହିବାକୁ ଚିଠିରେ ନିର୍ଦେଶ ଦିଆଯାଇଛି ।

Comments are closed.