Odisha Link
Bridging the Missing Links in Odisha

ମହିଳାମାନେ ଜାଣିପାରିବେ ନିଜ ସ୍ବାମୀଙ୍କ ଆୟ, ଜାଣନ୍ତୁ କିପରି

ନୂଆଦିଲ୍ଲୀ : ମହିଳା ମାନେ ନିଜ ସ୍ବାମୀଙ୍କ ଦରମା ଜାଣିପାରିବେ। ଏହା କେନ୍ଦ୍ରୀୟ ସୂଚନା ଆୟୋଗ ଏକ ନିଷ୍ପତ୍ତି ଶୁଣାଇଛନ୍ତି। ମହିଳାଙ୍କ ସପକ୍ଷରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏଥିପାଇଁ ମହିଳାଙ୍କୁ ଏକ ଆରଟିଆଇ ଦାଖଲ କରିବାକୁ ପଡିବ ଓ ସଂପୃକ୍ତ ବିଭାଗକୁ ୧୫ ଦିନ ମଧ୍ୟରେ ବେତନ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡିବ ।

ମିଳିଥିବା ସୂଚନା ମୁତାବକ, ଏହି ନିଷ୍ପତ୍ତିକୁ ନେଇ କେନ୍ଦ୍ରୀୟ ସୂଚନା ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଏଣିକି ମହିଳାମାନେ ନିଜ ସ୍ୱାମୀଙ୍କ ଦରମା ଓ ରୋଜଗାରର ଅନ୍ୟ ଉତ୍ସଗୁଡିକୁ ଜାଣିପାରିବେ । ଏଥିପାଇଁ ମହିମାନଙ୍କୁ ସୂଚନା ଅଧିକାର ଅର୍ଥାତ୍ ଆରଟିଆଇ ବ୍ୟବହାର କରିବାକୁ ପଡିବ।