Odisha Link
Bridging the Missing Links in Odisha

ଟୋକିଓ ଅଲିମ୍ପିକ୍ସ: ବକ୍ସିଂ କ୍ୱାର୍ଟର ଫାଇନାଲରେ ପହଞ୍ଚିଲେ ସତୀଶ କୁମାର

ଟୋକିଓ: ଟୋକିଓ ଅଲିମ୍ପିକ-୨୦୨୦ର ସପ୍ତମ ଦିନ ଭାରତ ପାଇଁ ଆଣିଛି ଖୁସିଖବର। ବ୍ୟାଡମିଣ୍ଟନରେ ପି.ଭି ସିନ୍ଧୁ, ପୁରୁଷ ହକିର ଭାରତର ବିଜୟ ଓ ଆର୍ଚେରୀରେ ଅତନୁଙ୍କ ବିଜୟ ପରେ ବକ୍ସିଂ ସୁପର ହେଭି କ୍ୱାର୍ଟ ଫାଇନାଲରେ ପହଞ୍ଚିଛନ୍ତି ସତୀଶ କୁମାର।

ଜାମାଇକା ରିକୋର୍ଡୋ ବ୍ରାଉନଙ୍କୁ ୪-୧ରେ ହରାଇଛନ୍ତି ସତୀଶ। ଏହି ସଫଳତା ସହ ସତୀଶ କୁମାରଙ୍କର କ୍ୱାର୍ଟର ପାଇଁ ବାଟ ସଫା ହୋଇଯାଇଛି। ୯୧ କିଲୋ ବର୍ଗରେ ସତୀଶ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି।

Leave A Reply

Your email address will not be published.