Odisha Link
Bridging the Missing Links in Odisha

ଯୌନ ଉତ୍ପୀଡ଼ନର ଶିକାର ହେଲା ଛେଳି, ୫ ଜଣ କଲେ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନର ଶିକାର ହେଲା ଛେଳି। ପାକିସ୍ତାନର ଓକାରାରେ ପୁଲିସ୍ ଏକ ମାମଲା ରୁଜୁ କରିଛି ଯେଉଁଥିରେ ଗୋଟିଏ ଛେଳିକୁ ଗଣଦୁଷ୍କର୍ମ କରାଯାଇଛି। ଏହି ମାମଲାରେ ୫ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ଜଣାପଡ଼ିଛି।

ସୂଚନା ମୁତାବକ, ପାଞ୍ଚ ଜଣ ଅଭିଯୁକ୍ତ ଗୋଟିଏ ଛେଳିକୁ ଜମିକୁ ନେଇ ଆଉ ସେଠାରେ ତା ସହିତ ଗଣଦୁଷ୍କର୍ମ କଲେ ଏବଂ ପରେ ମାରିଦେଲେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଦୁଷ୍କର୍ମ ପରେ ଅଭିଯୁକ୍ତ ମାନେ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଆକ୍ରୋଶ ଦେଖିବାକୁ ମିଳିଛି।

Leave A Reply

Your email address will not be published.