ସଡ଼କ ଦୁର୍ଘଟଣାରେ ୫ ମାଟ୍ରିକ…
ଓଏଲ୍ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ମାଟ୍ରିକ ବୋର୍ଡ ପରୀକ୍ଷା। ବର୍ତମାନ ପରୀକ୍ଷା ପାଖାପାଖି ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ଏହାରି ମଧ୍ୟରେ ପରୀକ୍ଷାକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି। ଜଳେଶ୍ବର ପାଟଣା ଛକରେ ଘଟିଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ଅଟୋ…