ଟ୍ରକକୁ ପଛରୁ ପିଟିଲା ବସ୍, ୧୦ ଗୁରୁତର…
ଓଏଲ୍ ବ୍ୟୁରୋ: ବାରିପଦା ଏନ୍ଏଚ୍ ୪୯ ବାଙ୍ଗିରିପୋଷି ଘାଟି ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି। ଟ୍ରକକୁ ପଛରୁ ପିଟିଥିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସରେ ପାଖାପାଖି ୫୦ ଯାତ୍ରୀ ଥିଲେ। ବସଟି ୫୦ ଯାତ୍ରୀଙ୍କୁ ନେଇ ରାଇରଙ୍ଗପୁରରୁ ବାରିପଦା ଆସୁଥିଲା। ତେବେ କୌଣସି କାରଣରୁ ଅଜାଣତରେ…