Odisha Link
Bridging the Missing Links in Odisha
Monthly Archives

March 2023

ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର +୨…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଅଙ୍ଗରଖ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବାଣିଜ୍ୟ ବିଭାଗରେ ପଢ଼ୁଥିବା ଜଣେ ଛାତ୍ର ନିଖୋଜ ହୋଇଥିବା ଜଣା ପଡିଛି। ନିଖୋଜ ନାବାଳକଙ୍କ ନାମ ନିତିନ ଦାସ। ଆଜି ସକାଳ…

ପୁଣିଥରେ ଆଗୁଆ ବନ୍ଦ ହେଲା ବିଧାନସଭା

ଓଏଲ୍‌ ବ୍ୟୁରୋ: ନିର୍ଦ୍ଧାରିତ ସମୟର ୬ ଦିନ ପୂର୍ବରୁ ବନ୍ଦ ହେଲା ବିଧାନସଭା ବଜେଟ ଅଧିବେଶନ ।୪ଟି କାର୍ଯ୍ୟଦିବସ ଥାଇ ବିଧାନସଭାର ୨୭ଦିନିଆ ବଜେଟ୍ ଅଧିବେଶନକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆଜି ଅଚାନକ…

‘ଇତର’ ଉପନ୍ୟାସର ଲେଖକ…

ଭୁବନେଶ୍ବର: ଶୁକ୍ରବାର ଥିଲା ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଅବଗତି ଦିବସ, ତୃତୀୟଲିଙ୍ଗୀ ମଣିଷଙ୍କ ବାବଦରେ ଅଧିକ ଜାଣିବା ଓ ଜଣାଇବାର ଦିନ। ଏ ଅବସରରେ ରାଜ୍ୟର ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ଅଭିନବ ଉତ୍ସବ। ସ୍ଥାନୀୟ ହୋଟେଲ ଶୀତଳ ସଭାକକ୍ଷରେ ଅନୁଷ୍ଠିତ ଏକ…

ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ…

ଭୁବନେଶ୍ୱର: ୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱାଧୀନତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ଅବଧିରେ ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ ପାଇଁ ନୁହେଁ ବରଂ ସମୂହଙ୍କ ପାଇଁ ବ୍ୟବହାର କରିବା ଦିଗରେ ସ୍ୱପ୍ନ ଦେଖିବାକୁ…

ଏପ୍ରିଲ୍‌ ୧ରୁ ସୋଆ ଏସ୍‌ଏଚ୍‌ଏମ୍‌…

ଭୁବନେଶ୍ୱର: ଓଡିଶାର ପାରମ୍ପରିକ ଖାଦ୍ୟ “ପଖାଳ” ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ବେଶ ଆଦୃତ । ଯଦିଓ ଖରାଦିନେ ଏହା ଖାଇବାକୁ ବେଶି ଭଲ ଲାଗେ ତେବେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବର୍ଷକ ବାର ମାସ ଲୋକମାନେ ପଖାଳ ଖାଇବାକୁ ଭଲ ପାଇଥାନ୍ତି । ଏକ ଗ୍ରାମୀଣ ପରିବେଶରେ ସହରୀ ଲୋକଙ୍କୁ ପଖାଳ ପରଷିବାକୁ ଯୋଜନା କରିଛି…

ଆଇପିଏଲ ୨୦୨୩: ପ୍ରଥମ ମ୍ୟାଚରେ ଟସ୍‌…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ମହାସମର । ପ୍ରଥମ ମୁକାବିଲା ୪ଥରର ଚମ୍ପିଆନ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ଓ ଗତଥରର ଚମ୍ପିଆନ୍‌ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି। ଗୁଜୁରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର…

ଅଡ଼ୁଆରେ ମନୀଷ ସିସୋଦିଆ, କୋର୍ଟରେ ଜାମିନ…

ଓଏଲ୍‌ ବ୍ୟୁରୋ: ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ ହୋଇଛି। ସିବିଆଇ ତରଫରୁ ଦାଖଲ କରାଯାଇଥିବା ମାମଲାର ଶୁଣାଣି…

ଓସ୍କାର ବିଜେତା ‘ଦି ଏଲିଫ୍ୟାଣ୍ଟ…

ଓଏଲ୍‌ ବ୍ୟୁରୋ: ଭାରତୀୟ ଚଳଚ୍ଚିତ୍ର ଜଗତରେ ଯୋଡି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ।୯୫ତମ ଓସ୍କାର ପୁରସ୍କାର ଉତ୍ସବରେ ଭାରତୀୟ ଡକ୍ୟୁମେଣ୍ଟାରୀକୁ ପୁରସ୍କାର ମିଳିଥିଲା। ଶ୍ରେଷ୍ଠ ଡକ୍ୟୁମେଣ୍ଟାରି କ୍ଷୁଦ୍ର ଚଳଚ୍ଚିତ୍ର ବର୍ଗରେ ଭାରତୀୟ ଡକ୍ୟୁମେଣ୍ଟାରି ‘ଦି ଏଲିଫ୍ୟାଣ୍ଟ ହୁଇସ୍‌ପର୍ସ’କୁ ମିଳିଥିଲା…

କାରକୁ ଧକ୍କା ଦେଲା ହାଇୱା, ଅଳ୍ପକେ…

ଓଏଲ୍‌ ବ୍ୟୁରୋ: କାମାକ୍ଷାନଗର ଏନ୍ଏଚ୍ ୫୩ରେ ଘଟିଥିବା ଏକ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏକ କାରକୁ ହାଇୱା ଧକ୍କା ଦେଇଥିବା ଜଣା ପଡିଛି। ଏନ୍ଏଚ୍ ୫୩ ବାଉଁଶପାଳ ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କାରରେ ଥିଲେ ରାଉରକେଲାର ବିଜେଡି ବିଧାୟକ ଶାରଦା ନାୟକ। ଘଟଣାସ୍ଥଳରେ ବିଜେଡି ବିଧାୟକ…

୫ ପୁଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା…

ଓଏଲ୍‌ ବ୍ୟୁରୋ: ନୀଳଗିରିରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ପୁଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଅଭିଯୁକ୍ତ। ନୀଳଗିରି ଥାନା ଜାମ୍ବୁଡ଼ିସାହିରେ ପୁଲିସ ଓ ଗ୍ରାମରକ୍ଷୀଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୁତ୍ତ। ଏକ ହତ୍ୟା ଉଦ୍ୟମ ମାମଲାରେ ନୋଟିସ ଦେବାକୁ ଯାଇଥିଲେ ପୁଲିସ କର୍ମଚାରୀ।…