Odisha Link
Bridging the Missing Links in Odisha

କାରକୁ ଧକ୍କା ଦେଲା ହାଇୱା, ଅଳ୍ପକେ ବର୍ତ୍ତିଲେ ବିଜେଡି ବିଧାୟକ

ଏନ୍ଏଚ୍ ୫୩ ବାଉଁଶପାଳ ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କାରରେ ଥିଲେ ରାଉରକେଲାର ବିଜେଡି ବିଧାୟକ ଶାରଦା ନାୟକ।

ଓଏଲ୍‌ ବ୍ୟୁରୋ: କାମାକ୍ଷାନଗର ଏନ୍ଏଚ୍ ୫୩ରେ ଘଟିଥିବା ଏକ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏକ କାରକୁ ହାଇୱା ଧକ୍କା ଦେଇଥିବା ଜଣା ପଡିଛି। ଏନ୍ଏଚ୍ ୫୩ ବାଉଁଶପାଳ ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କାରରେ ଥିଲେ ରାଉରକେଲାର ବିଜେଡି ବିଧାୟକ ଶାରଦା ନାୟକ।

ଘଟଣାସ୍ଥଳରେ ବିଜେଡି ବିଧାୟକ ଶାରଦା ନାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ବିଧାୟକ ସୁରକ୍ଷିତ ଥିବା ସୂଚନା ମିଳିଛି। ରାଉରକେଲାରୁ ଭୁବନେଶ୍ୱର ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ବିଜେଡି ବିଧାୟକ ପ୍ରସାଦ ଶାରଦା ନାୟକ।

Leave A Reply

Your email address will not be published.