ହିମାଚଳର କରୁଣ କାହାଣୀ: ବନ୍ୟା, ଭୂସ୍ଖଳନ…
ଓଏଲ୍ ବ୍ୟୁରୋ: ହିମାଚଳ ପ୍ରଦେଶରେ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ହିମାଚଳ ପ୍ରଦେଶରେ ବନ୍ୟା ଏବଂ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି। ରବିବାର ଠାରୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ପରିସ୍ଥିତି ଶୋଚନୀୟ ହେବାରେ ଲାଗିଛି। କାଙ୍ଗ୍ରା ଜିଲ୍ଲାରେ ପୋଙ୍ଗ ଡ୍ୟାମ ଖୋଲିବାରୁ ବ୍ୟାପକ…