Odisha Link
Bridging the Missing Links in Odisha
Monthly Archives

August 2023

ସେପ୍ଟେମ୍ବର ୧୮ରୁ ସଂସଦର ବିଶେଷ ଅଧିବେଶନ

ଓଏଲ୍‌ ବ୍ୟୁରୋ: ବିରୋଧୀ ଦଳ ନେତା ମାନେ ଦେଶରେ ଆଗୁଆ ନିର୍ବାଚନ ହେବା ନେଇ ବାରମ୍ବାର ମତ ରଖୁଥିବା ବେଳେ ଆଜି କେନ୍ଦ୍ର ସରକାର ସଂସଦର ବିଶେଷ ଅଧିବେଶନ ଡାକିଛନ୍ତି। ଯାହାକୁ ନେଇ ଆଗୁଆ ନିର୍ବାଚନ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେପ୍ଟେମ୍ବର ୧୮ରୁ ୨୨ ଯାଏ ଉଭୟ ଲୋକସଭା ଓ ରାଜ୍ୟସଭା ଅଧିବେଶନ ବସିବ। ଏପରି…

ଏଲନ୍‌ ମସ୍କଙ୍କ ବଡ଼ ଘୋଷଣା, ‘ଏକ୍ସ’ରେ…

ଓଏଲ୍‌ ବ୍ୟୁରୋ: ଖୁବ ଜଣାଶୁଣା ଟ୍ବିଟରର ପୂର୍ବତନ ସିଇଓ ଏଲନ ମସ୍କ ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବିଶ୍ୱର ଲୋକପ୍ରିୟ ସୋସିଆଲ ମିଡିଆ ଟୁଇଟର କରି ହେବ ଅଡିଓ ଏବଂ ଭିଡିଓ କଲ୍‌। ‘ଏକ୍ସ’ ବା ପୂର୍ବର ଟ୍ୱିଟରରେ ଅଡିଓ ଏବଂ ଭିଡିଓ କଲ୍‌ ସୁବିଧା ନେଇ ‘ଏକ୍ସ’ ମୁଖ୍ୟ ଏଲନ୍‌ ମସ୍କ…

ଚଦ୍ରପୃଷ୍ଠକୁ ନେଇ ସାମ୍ନାକୁ ଆସିଲା ଆଉ…

ଓଏଲ୍‌ ବ୍ୟୁରୋ: ଚଦ୍ରପୃଷ୍ଠକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ତଥ୍ୟ। ଚନ୍ଦ୍ର ପୃଷ୍ଠରେ ସଲ୍‌ଫର୍‌ ଥିବା ନେଇ ଆଉ ଏକ ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ଖବର ସାମ୍ନାକୁ ଆସିଛି। ରୋଭର ପ୍ରଜ୍ଞାନ ଦେହରେ ଲାଗିଥିବା ଅନ୍ୟ ଏକ ଯନ୍ତ୍ରାଂଶରୁ ସ୍ପଷ୍ଟ ହୋଇଛି। ସଲ୍‌ଫର୍‌ ଥିବା ସ୍ପଷ୍ଟ କଲା ଆଲ୍‌ଫା ପାର୍ଟିକିଲ୍‌…

ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା ରୂପାନ୍ତରଣରେ ଆଉ ଏକ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି। ବିଦ୍ୟାଳୟ ଗୁଡ଼ିକରେ ଖାଲିଥିବା ସମସ୍ତ ଶିକ୍ଷକ ପଦ ପୂରଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଚଳିତ ବର୍ଷ ଶେଷ ସୁଦ୍ଧା…

ଚର୍ଚ୍ଚାରେ ନଟବର ଖୁଣ୍ଟିଆଙ୍କ ଫେସବୁକ…

ଓଏଲ୍‌ ବ୍ୟୁରୋ: ନଟବର ଖୁଣ୍ଟିଆଙ୍କ ଫେସବୁକରେ ଏକ ଲେଖା ପଢିବା ପରେ ରାଜ୍ୟ ଶାସନ ବ୍ୟବସ୍ଥାକୁ ନେଇ ପୁଣି ଥରେ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶଶିକଳା ସିଣ୍ଡ୍ରୋମ ପରେ ପ୍ରତାପରୁଦ୍ର ଦେବଙ୍କ ପରବର୍ତ୍ତୀ ଶାସନ ବ୍ୟବସ୍ଥା ସହିତ ରାଜ୍ୟର ବର୍ତମାନର ସ୍ଥିତିକୁ ତୁଳନା କରିଛନ୍ତି ଓ…

ଆସନ୍ତା ୨୧ରେ ବାଚସ୍ପତି ନିର୍ବାଚନ, ୨୨ରୁ…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୧ରେ ବାଚସ୍ପତି ନିର୍ବାଚନ ହେବା ନେଇ ଖବର ସାମ୍ନାକୁ ଆସିଛି। ଏହା ପରେ ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ୩ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ନେଇ ସୂଚନା ରହିଛି। ଆସନ୍ତା ୨୧ ତାରିଖରେ…

ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ଗୋ-ପୂଜନ…

ଓଏଲ୍‌ ବ୍ୟୁରୋ: ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ। ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯିବାର ବିଧି ରହିଛି। ଗୋମାତାଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା…

କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ,…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ। ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଥିବା ସୂଚନା ରହିଛି। ଘଟଣାସ୍ଥଳରେ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରିଛନ୍ତି। ବାରମ୍ବାର ଏଭଳି କୁମ୍ଭୀର ଆକ୍ରମଣ କାରଣରୁ ଗ୍ରାମବାସୀଙ୍କ…

ଆଉ ଦିନକ ପରେ ଇସ୍ରୋର ମିଶନ୍ ସନ୍,…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଇସ୍ରୋର ମିଶନ୍ ସନ୍ ବା ସୂର୍ଯ୍ୟ ଯାତ୍ରା ଆରମ୍ଭ ହେବ। ଆଦିତ୍ୟ-ଏଲ-୧ ମିଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭାରତର ପ୍ରଥମ ‘ସୂର୍ଯ୍ୟ’ ଯାତ୍ରା ରକେଟ୍ ପିଏସ୍ଏଲଭି-ସି-୫୭ ଉତକ୍ଷେତଣସ୍ଥଳରେ ପହଞ୍ଚି ସାରିଛି।ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ…

ଆଜିଠୁ ରାଜଧାନୀରୁ ଉତ୍କେଲାକୁ ଯାତାୟାତ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରୁ ଉତ୍କେଲାକୁ ଯାତାୟାତ ସହଜ ହେବ। ଆଜିଠୁ ଉତ୍କେଲାକୁ ନିୟମିତ ଉଡ଼ିବ ବିମାନ। ଇଣ୍ଡିଆ ୱାନ ଏୟାରଲାଇନ୍ସ ୯ ସିଟ୍‌ ବିଶିଷ୍ଟ ବିମାନ ଚଳାଇବ। ପ୍ରାରମ୍ଭିକ ଭାବେ ବିମାନ ଟିକେଟ୍‌ ଦାମ୍ ୯୯୯ ଟଙ୍କା ସ୍ଥିର ହୋଇଛି। ପ୍ରତିଦିନ ସକାଳ ୭ଟା ୧୫ରେ ଭୁବନେଶ୍ୱର ଛାଡ଼ି ୮ଟା…