କଞ୍ଚା ପରିବା ବ୍ୟବସାୟୀଙ୍କ ଆନ୍ଦୋଳନ…
ଓଏଲ୍ ବ୍ୟୁରୋ: ଅକ୍ଟୋବର ୨୦ରୁ କଞ୍ଚା ପରିବା ବ୍ୟବସାୟୀ ଆନ୍ଦୋଳନ ଡାକରା ଦେଇଥିଲେ। ଯାହା ଫଳରେ ଭୁବନେଶ୍ୱରରେ ପରିବା ନ ମିଳିବା ନେଇ ଚିନ୍ତା ବଢିଥିଲା। ଯାହା ବର୍ତ୍ତମାନ ଏକ ପ୍ରକାର ଦୂର ହୋଇଛି। କଞ୍ଚା ପରିବା ବ୍ୟବସାୟୀଙ୍କ ଆନ୍ଦୋଳନ ସ୍ଥଗିତ ହୋଇଥିବା ଜଣା ପଡିଛି। ଦାବି ପୂରଣ ପାଇଁ ପ୍ରତିଶ୍ରୁତି…