Odisha Link
Bridging the Missing Links in Odisha

ବିସିସିଆଇର ବଡ଼ ନିଷ୍ପତି: ମୁମ୍ବାଇ ଓ ଦିଲ୍ଲୀ ମ୍ୟାଚରେ ଫୁଟିବନି ବାଣ

ଓଏଲ୍‌ ବ୍ୟୁରୋ: ବାୟୁ ପ୍ରଦୂଷଣକୁ ନେଇ ବିସିସିଆଇ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଦୂଷଣକୁ ନଜରରେ ରଖି ମୁମ୍ବାଇ ଓ ଦିଲ୍ଲୀ ମ୍ୟାଚରେ ବାଣ ନ ଫୁଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆଇସିସିକୁ ଅବଗତ କରିଥିବା ଜୟ ଶାହା ସୂଚନା ଦେଇଛନ୍ତି। ଆସନ୍ତାକାଲି ମୁମ୍ବାଇରେ ଶ୍ରୀଲଙ୍କାକୁ ଭେଟିବ ଭାରତ। ଆସନ୍ତା ସୋମବାର ଦିଲ୍ଲୀରେ ବାଂଲାଦେଶ-ଶ୍ରୀଲଙ୍କା ମୁକାବିଲା ହେବ। ତେବେ ଏହି ମ୍ୟାଚ ସମୟରେ ବାଣ ନ ଫୁଟାଇବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.