Odisha Link
Bridging the Missing Links in Odisha
Browsing Tag

BCCI

ଟେଷ୍ଟରେ ନମ୍ବର-୧ ଟିମ୍‌ ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: କ୍ରିକେଟର ସବୁଠୁ ବଡ଼ ବା ଶ୍ରେଷ୍ଠ ଫର୍ମାଟ ଟେଷ୍ଟ କ୍ରିକେଟରେ ଏକ ନମ୍ବର ହେଲା ଭାରତୀୟ ଦଳ। ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍‌ ମଙ୍ଗଳବାର ଜାରି କରିଥିବା ଟେଷ୍ଟ ଟିମ୍‌ ତାଲିକାର ଶୀର୍ଷରେ ଟିମ୍‌ ଇଣ୍ଡିଆ ରହିଛି। ଅଷ୍ଟ୍ରେଲିଆକୁ ପଛରେ ପକାଇ ନମ୍ବର ୧ ସିଂହାସନରେ ବସିଛି ଭାରତ।…

ମେ’୨୮ରେ ଆଇପିଏଲ ଫାଇନାଲ…

ଓଏଲ୍‌ ବ୍ୟୁରୋ: ଚଳିତ ଥର ସମ୍ପୂର୍ଣ୍ଣ ଭାବେ ଭାରତରେ ହିଁ ଖେଳାଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୩। ଇତିମଧ୍ୟରେ ଆଇପିଏଲ୍‌ର ୧୬ ତମ ସଂସ୍କରଣର ୨୯ଟି ମ୍ୟାଚ ଖେଳା ସରିଲାଣି। ଏସବୁ ମଧ୍ୟରେ ଆଜି ଆଇପିଏଲ ଫାଇନାଲ ମୁକାବିଲା ପାଇଁ ତାରିଖ ଘୋଷଣା ହୋଇଛି। ମେ' ୨୮ ତାରିଖରେ ଖେଳାଯିବ ଆଇପିଏଲ…

ଆଜିଠୁ ଆଇପିଏଲ ମହାସମର, ଦେଖିବାକୁ…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ମହାସମର । ଆଇପିଏଲର ୧୬ ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଦୁଇ ଗୁରୁ ଶିଷ୍ୟ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି -ଭବିଷ୍ୟତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲଢ଼େଇରୁ ଆରମ୍ଭ ହେବ। ହାର୍ଦିକ ପାଣ୍ଡ୍ୟାଙ୍କ…

ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ବୋର୍ଡର ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା। ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ ଚେତନ। ଯାହାକୁ ବିସିସିଆଇ ସମ୍ପାଦକ ଗ୍ରହଣ କରିଛନ୍ତି। ଷ୍ଟିଙ୍ଗ ଅପରେସନରେ ଟିମ୍ ଇଣ୍ଡିଆରେ ସବୁ ଠିକ୍ ଚାଲିନଥିବା ନେଇ ଖୁଲାସା…

“କୋହଲି ଓ ରୋହିତଙ୍କ ମଧ୍ୟରେ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ଇତିହାସରେ ସବୁଠୁ ବଡ଼ ଖୁଲାସା। ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ଦ୍ବାରା ହୋଇଥିବା ଷ୍ଟିଙ୍ଗ ଅପରେସନ୍‌ରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଏଭଳି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଭାରତୀୟ କ୍ରିକେଟର୍‌ମାନେ ନିଜକୁ ଫିଟ୍‌…

ନିଜକୁ ଫିଟ୍‌ ରଖିବା ପାଇଁ ଇଞ୍ଜେକସନ୍‌…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ଇତିହାସରେ ସବୁଠୁ ବଡ଼ ଖୁଲାସା। ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ଦ୍ବାରା ହୋଇଥିବା ଷ୍ଟିଙ୍ଗ ଅପରେସନ୍‌ରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଏଭଳି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଭାରତୀୟ କ୍ରିକେଟର୍‌ମାନେ ନିଜକୁ ଫିଟ୍‌…

WPL ୨୦୨୩: ମାର୍ଚ୍ଚ ୪ରୁ ଆରମ୍ଭ, କେବେ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ବୋର୍ଡ ଜାରି କଲା ମହିଳା ପ୍ରିମିୟର ଲିଗ୍‌ (ଡ୍ଲୁପିଏଲ)ର ଖେଳସୂଚୀ। ନିଲାମୀ ପ୍ରକ୍ରିୟା ଶେଷ ହେବାର ୨୪ ଘଣ୍ଟା ନପୁରୁଣୁ ବିସିସିଆଇ ଜାରି କରିଛି ମହିଳା ପ୍ରିମିୟର ଲିଗ୍‌ ୨୦୨୩ର କ୍ରୀଡ଼ାସୂଚୀ। ଏହି ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଜିଆଣ୍ଟସ୍, ୟୁପି…

ଶୃଙ୍ଖଳା ମୂଳପୋଛ କଲା ଭାରତ, ଦିନିକିଆରେ…

ଓଏଲ୍‌ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚକୁ ଜିତିବା ସହିତ ଶୃଙ୍ଖଳା ମୂଳପୋଛ କଲା ଭାରତ। ୩ଟି ଯାକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ କ୍ଲିନ୍‌ ସୁଇପ୍‌ କରିଛି ଭାରତ। ଶେଷ ଦିନିକିଆରେ ୩୮୬ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ…

ବିସିସିଆଇ ଚୟନ କମିଟିରେ ଓଡ଼ିଆ ପୁଅ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ବୋର୍ଡରେ ଓଡ଼ିଆ ପୁଅ ଶିବସୁନ୍ଦର ଦାସଙ୍କୁ ମିଳିଲା ଗୁରୁ ଦାୟିତ୍ବ। ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ଶିବସୁନ୍ଦର ଦାସ ବିସିସିଆଇ ସିନିୟର ଚୟନ କିମିଟିର ଚୟନକର୍ତ୍ତା ନିଯୁକ୍ତ ହୋଇଛନ୍ତି। ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ। କ୍ରିକେଟ ଆଡଭାଇଜରି କମିଟି ଆଜି ବିସିସିଆଇ…