Odisha Link
Bridging the Missing Links in Odisha

ଚିଲିକା ମଝିରେ ଫସିଲା ଡଙ୍ଗା: ୫୦ରୁ ଅଧିକ ଲୋକ ହନ୍ତସନ୍ତ

ଓଏଲ୍‌ ବ୍ୟୁରୋ: ଚିଲିକା ମଝିରେ ଫସିଲା ଡଙ୍ଗା। କୃଷ୍ଣପ୍ରସାଦ ନିକଟସ୍ତ ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା। ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ଅଟକିଲା। ଡଙ୍ଗାରେ ୬୦ ଜଣ ଯାତ୍ରୀ ଓ ୪୦ଟି ବାଇକ ଥିବା ସୂଚନା ରହିଛି। ମେସିନ୍ ଖରାପ ଯୋଗୁଁ ଡଙ୍ଗାଟି ଅଟକି ଥିବା ସୂଚନା ମିଳିଛି।

Leave A Reply

Your email address will not be published.