Odisha Link
Bridging the Missing Links in Odisha
Daily Archives

December 20, 2023

ରାଜ୍ୟ ସରକାରଙ୍କ ନିଯୁକ୍ତ ପର୍ବ: ୪୧୬୬…

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ ସରକାରଙ୍କ ବିଭିନ୍ନ ବିଦ୍ୟାଳୟଗୁଡିକରେ ୪୧୬୬ ଜଣ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି। ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏକ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କ…

ଦିଲ୍ଲୀରେ ଓଡ଼ିଶା ବିଜେପି ନେତାଙ୍କ ଡେରା;…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ବିଜେପି। ଏଥିପାଇଁ ପାର୍ଟି ହାଇକମାଣ୍ଡଙ୍କ ଡାକରା ପାଇ ଦିଲ୍ଲୀରେ ଡେରା ପକାଇଛନ୍ତି ଓଡ଼ିଶା ବିଜେପି ନେତା। ୨୦୨୪ ବିଜୁ ଜନତା ଦଳକୁ କିଭଳି ମାତ ଦେବ ସେ ନେଇ ଦିଲ୍ଲୀରେ ରଣନୀତି ପ୍ରସ୍ତୁତି କରୁଛି ବିଜେପି। ବିଜେଡିକୁ…

କରୋନାର ଜେଏନ୍‌ ୧ ଭାରିଏଣ୍ଟରେ ୨୧ ଜଣ…

ଓଏଲ୍‌ ବ୍ୟୁରୋ: ଦେଶରେ ପୁଣିଥରେ କରୋନା ମାମଲା ବଢ଼ିବାରେ ଲାଗିଛି। କରୋନାର ନୂଆ ସବ୍‌ ଭାରିଏଣ୍ଟ ଭାରତରେ ଚିହ୍ନଟ ହେବା ପରେ ଏବେ ସମସ୍ତଙ୍କ ମନୀେ ଛନକା। କାରଣ ଭାରତରେ ଦ୍ରୁତଗତିରେ ସଂକ୍ରମଣ କରିବାର କ୍ଷମତା ରଖିଥିବା ଜେଏନ ୧ ଭାରିଏଣ୍ଟ ୨୧ ଜଣଙ୍କ ଶରୀରରୁ ଠାବ ହୋଇଛି। ଗୋଆ, କେରଳ ଓ ମହାରାଷ୍ଟ୍ରରେ…

ଆଗକୁ ସାଧାରଣ ନିର୍ବାଚନ: ନୂଆଦିଲ୍ଲୀରେ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ରଣନୀତି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ଏହି ରାଜନୈତିକ ଅଙ୍କକଷା ମଧ୍ୟରେରେ କଂଗ୍ରେସ ମଧ୍ୟ ନିଜର ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ କରିଛି। ନୂଆଦିଲ୍ଲୀରେ…

ଲୋକସଭାରେ ପାରିତ ହେଲା ଭାରତୀୟ ନ୍ୟାୟ…

ଓଏଲ୍‌ ବ୍ୟୁରୋ: ସଂସଦର ନୂଆ ଗୃହରେ ଶୀତ ଅଧିବେଶନ ଜାରି ରହିଛି। ଗତକାଲି ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହ କାର୍ଯ୍ୟ ଅଚଳ ହୋଇ ପଡିଥିଲା। ତେବେ ଆଜି ଗୃହମନ୍ତ୍ରୀ ଅମିତ ଶାହା ଆଇପିସି ଓ ସିଆର୍‌ପିସିରେ ସଂଶୋଧନ ବିଲ୍ ସଂପର୍କରେ ଆଲୋଚନା କରିଥିଲେ। ଭିଡ଼ ହିଂସା ପାଇଁ ନୂଆ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା…

ସ୍ବାଭିମାନ ଅଞ୍ଚଳରେ ରାଜ୍ୟପାଳ;…

ଓଏଲ୍‌ ବ୍ୟୁରୋ: ମାଲକାନଗିରି ମାଥିଲି ଗସ୍ତରେ ରାଜ୍ୟପାଳ ରଘୁବର ଦାସ। ମାଥିଲି ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଦେଖିଲେ। ସ୍ବାସ୍ଥ୍ୟକେନ୍ଦ୍ର ବୁଲିବା ସହ ରୋଗୀଙ୍କ ସହ ଆଲୋଚନା କଲେ। ସ୍ବାସ୍ଥ୍ୟକର୍ମୀଙ୍କୁ ସ୍ବାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଲେ। ଏହା ସହ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ…

ରାଜଧାନୀର ଆଧ୍ୟାତ୍ମିକସ୍ଥଳୀର ହେବ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଆଧ୍ୟାତ୍ମିକସ୍ଥଳୀ ଯଥା ମନ୍ଦିର, ମଠର ରୂପାନ୍ତରଣ ପାଇଁ ମଞ୍ଜୁରୀ ମିଳିଛି। ସଂଖ୍ୟାଲଘୁ ପୂଜାସ୍ଥଳୀର ମଧ୍ୟ ହେବ ରୂପାନ୍ତରିକରଣ। ରାଜଧାନୀ ଭୁବନେଶ୍ୱରର ୫୦୭ଟି ପ୍ରକଳ୍ପ ପାଇଁ ୧୫.୨୦ କୋଟି ମଞ୍ଜୁରୀ ମିଳିଛି। ୫୦୭ଟି ପ୍ରକଳ୍ପ ପାଇଁ ୧୫.୨୦ କୋଟି ମଞ୍ଜୁରୀ…

୨ କ୍ରୀଡ଼ାବିତ୍‌ଙ୍କୁ ମିଳିବ ଧ୍ୟାନଚାନ୍ଦ…

ଓଏଲ୍‌ ବ୍ୟୁରୋ: ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଘୋଷଣା କରାଯାଇଛି। ୨ କ୍ରୀଡ଼ାବିତ୍‌ ପାଇବେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ବ୍ୟାଡମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର ସେଟ୍ଟୀଙ୍କୁ ମିଳିବ ଖେଳରତ୍ନ। ବ୍ୟାଡମିଣ୍ଟନ ଖେଳାଳି ରାଙ୍କିରେଡ୍ଡୀ ସାତ୍ତ୍ବିକ ସାଇରାଜ ଖେଳରତ୍ନ ପୁରସ୍କାର…

ଚିଲିକା ମଝିରେ ଫସିଲା ଡଙ୍ଗା: ୫୦ରୁ ଅଧିକ…

ଓଏଲ୍‌ ବ୍ୟୁରୋ: ଚିଲିକା ମଝିରେ ଫସିଲା ଡଙ୍ଗା। କୃଷ୍ଣପ୍ରସାଦ ନିକଟସ୍ତ ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା। ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ଅଟକିଲା। ଡଙ୍ଗାରେ ୬୦ ଜଣ ଯାତ୍ରୀ ଓ ୪୦ଟି ବାଇକ ଥିବା ସୂଚନା ରହିଛି। ମେସିନ୍ ଖରାପ ଯୋଗୁଁ ଡଙ୍ଗାଟି ଅଟକି ଥିବା ସୂଚନା ମିଳିଛି।

କେନ୍ଦ୍ରାପଡା ଜିଲ୍ଲା କେରେଡାଗଡର ହେବ…

ଓଏଲ୍‌ ବ୍ୟୁରୋ: ଦିନିକିଆ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଯାଇଥିଲେ ଭି.କେ. ପାଣ୍ଡିଆନ। କେନ୍ଦ୍ରାପଡା ଗସ୍ତରେ ଯିବା ସମୟରେ ଜିଲାର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଉନ୍ନତି ପାଇଁ ପ୍ରତିଶୃତି ଦେଇଥିଲେ। ଏହା ପରେ କେନ୍ଦ୍ରାପଡା ଜିଲ୍ଲା କେରେଡାଗଡର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ…