Odisha Link
Bridging the Missing Links in Odisha
Daily Archives

December 20, 2023

ବିଶିଷ୍ଟ କବି ଆଶୁତୋଷ ପରିଡ଼ା ପାଇବେ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ କବି ଆଶୁତୋଷ ପରିଡ଼ା ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି। କବିତା ସଂକଳନ 'ଅପ୍ରସ୍ତୁତ ମୃତ୍ୟୁ' ପାଇଁ ପାଇବେ ପୁରସ୍କାର। ଏ ନେଇ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। କବିତାରେ…

ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ୨୦୨୪…

ଓଏଲ୍‌ ବ୍ୟୁରୋ: ହାଇକୋର୍ଟରେ କଟକ ସହର ରାସ୍ତାଘାଟ ସମସ୍ୟା ସମ୍ପର୍କିତ ମାମଲା ଦାୟର ହୋଇଥିଲା। ଏହି ମାମଲାରେ ହାଇକୋର୍ଟରେ ଶୁଣାଣି କରାଯାଇଛି। ୨୦୨୪ ମାର୍ଚ୍ଚ ସୁଦ୍ଧା ବକ୍ସ ଡ୍ରେନ୍ କାମ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ୨୦୨୪ ମେ ସୁଦ୍ଧା ୱାଟକୋ କାମ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ…

ସୁରକ୍ଷାକର୍ମୀଙ୍କୁ ସଫଳତା: ସୁକମାରେ ମାଓ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କୁ ସଫଳତା। ମାଓ କ୍ୟାମ୍ପ ଧ୍ବଂସ ହେବା ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୫ ମାଓବାଦୀ ଆହତ ହୋଇଥିବା ସୂଚନା ରହିଛି। କଟାପାଲୀ ଜଙ୍ଗଲରେ ଡିଆରଜି ଓ କୋବ୍ରା ବାଟାଲିୟନ୍‌ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ବିପୁଳ ମାଓ…

ରାଜ୍ୟର ନବନିଯୁକ୍ତ ଟିଜିଟି ଶିକ୍ଷକ ଓ…

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟର ନବନିଯୁକ୍ତ ଟିଜିଟି ଶିକ୍ଷକ ଓ ପିଇଟିଙ୍କୁ ମିଳିବ ନିଯୁକ୍ତିପତ୍ର। କଳିଙ୍ଗ ଷ୍ଟାଡିଅମରେ ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ନବନିଯୁକ୍ତ ମାଧ୍ୟମିକ ଶିକ୍ଷକଙ୍କୁ ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ମାର୍ଗଦର୍ଶନ କରାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ଅପହୃତ ବର୍ଷକର ଶିଶୁ ଉଦ୍ଧାର ଘଟଣା:…

ଓଏଲ୍‌ ବ୍ୟୁରୋ: ରାଜଧାନୀର ପଟିଆ ଷ୍ଟେସନରୁ ୧୧ ମାସର ଶିଶୁ ଅପହରଣ ଘଟଣା ସାମ୍ନାକୁ ଆସିଥିଲା। ମା’ ଧରିଥିବା ବେଳେ ଛଡ଼ାଇ ନେଇଥିଲେ ଦୁବୁର୍ତ୍ତ। ଧଳା ରଙ୍ଗର କାରରେ ଦୁବୁର୍ତ୍ତ ଶିଶୁକୁ ନେଇଯାଇଥିଲେ। ଏ ନେଇ ଅଭିଯୋଗ ପରେ କମିଶନରେଟ୍ ପୁଲିସ ମାରାଥନ୍ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ପଟିଆ…

ପୁଣି କରୋନା ଭୟ: ୩ ମାସରେ ଥରେ ପ୍ରତି…

ଓଏଲ୍‌ ବ୍ୟୁରୋ: ପୁଣି କରୋନା ଭୟ। ଦେଶରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କ ଜୀବନ ଚାଲିଯାଇଛି। ୫ ମୃତକଙ୍କ ମଧ୍ୟରେ କେରଳରୁ ୪ ଓ ୟୁପିରୁ ଜଣେ ବୋଲି ଜଣା ପଡିଛି। ବର୍ତ୍ତମାନ ଦେଶରେ ଶୀତ ଋତୁ ଚାଲିଥିବା ବେଳେ ହଠାତ୍‌ କରୋନା ମାମଲା ବଢ଼ିବାରେ ଲାଗିଛି। ଦେଶରେ ପ୍ରଥମ ଥର…

ଏବେ ରାଜ୍ୟରେ କୋଭିଡ ରୋଗୀଙ୍କ ସଂଖ୍ୟା…

ଓଏଲ୍‌ ବ୍ୟୁରୋ: ପୁଣି କରୋନା ଭୟ। ଦେଶରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କ ଜୀବନ ଚାଲିଯାଇଛି। ୫ ମୃତକଙ୍କ ମଧ୍ୟରେ କେରଳରୁ ୪ ଓ ୟୁପିରୁ ଜଣେ ବୋଲି ଜଣା ପଡିଛି। ବର୍ତ୍ତମାନ ଦେଶରେ ଶୀତ ଋତୁ ଚାଲିଥିବା ବେଳେ ହଠାତ୍‌ କରୋନା ମାମଲା ବଢ଼ିବାରେ ଲାଗିଛି। ଦେଶରେ ପ୍ରଥମ ଥର…

କଲବଲ କରୁଛି ଶୀତ; ପୁଣି ତଳମୁହାଁ ପାରଦ

ଓଏଲ୍‌ ବ୍ୟୁରୋ: ପୁଣି ତଳମୁହାଁ ପାରଦ। ରାତିରେ ଖସୁଛି ପାରଦ, ବଢ଼ୁଛି ଶୀତ। ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଛି ମୁସ୍କିଲ। ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ…

ଉପରାଷ୍ଟ୍ରପତିଙ୍କୁ ଅପମାନସୂଚକ ଘଟଣା:…

ଓଏଲ୍‌ ବ୍ୟୁରୋ: ସଂସଦ ଇତିହାସରେ ଆଉ ଏକ ସ୍ପର୍ଶକାତର ଘଟଣା ଘଟିଥିଲା। ସଂସଦ ଧୁଆଁ କାଣ୍ଡ, ବିରୋଧୀଙ୍କ ହଙ୍ଗାମା, ଏ ସବୁ ଭିତରେ ସଂସଦ ଭବନ ବାହାରେ ପାହାଚ ଉପରେ ଉପରାଷ୍ଟ୍ରପତିଙ୍କ ନକଲ କରୁଥିଲେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ। ତମାମ ବିରୋଧୀ ସାଂସଦ ଉପସ୍ଥିତ ଥିଲେ। କଲ୍ୟାଣ ବାନାର୍ଜୀ…

ଆଜି ମାଓ ସମୀକ୍ଷା ବୈଠକ; ଅଧ୍ୟକ୍ଷତା…

ଓଏଲ୍‌ ବ୍ୟୁରୋ: ମାଓବାଦୀଙ୍କ ମୁକାବିଲା ପାଇଁ ଆଜି ମାଓ ସମୀକ୍ଷା ବୈଠକ କରାଯିବ। ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବସିବ ମାଓ ସମୀକ୍ଷା ବୈଠକ। ଗୁଇନ୍ଦା ନିର୍ଦ୍ଦେଶକ, ଏଡିଜି ଅପରେସନ୍, ଏସଆଇଡବ୍ଲୁ ଡିଆଇଜି ଉପସ୍ଥିତ ରହିବେ। ୧୦ ନକ୍ସଲ ଅଧ୍ୟୁଷିତ ଜିଲ୍ଲା ସହ କେନ୍ଦୁଝର ଓ ବୌଦ୍ଧ ଜିଲ୍ଲା ଏସପି ରହିବେ।