Odisha Link
Bridging the Missing Links in Odisha

ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ୨୦୨୪ ମାର୍ଚ୍ଚ ସୁଦ୍ଧା ସରିବ ବକ୍ସ ଡ୍ରେନ୍ କାମ!

ଓଏଲ୍‌ ବ୍ୟୁରୋ: ହାଇକୋର୍ଟରେ କଟକ ସହର ରାସ୍ତାଘାଟ ସମସ୍ୟା ସମ୍ପର୍କିତ ମାମଲା ଦାୟର ହୋଇଥିଲା। ଏହି ମାମଲାରେ ହାଇକୋର୍ଟରେ ଶୁଣାଣି କରାଯାଇଛି। ୨୦୨୪ ମାର୍ଚ୍ଚ ସୁଦ୍ଧା ବକ୍ସ ଡ୍ରେନ୍ କାମ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ୨୦୨୪ ମେ ସୁଦ୍ଧା ୱାଟକୋ କାମ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ କେବୁଲ ବିଛାଇବାକୁ ଅନୁମତି ନେବେ ଏବଂ କ୍ଷତିପୂରଣ ବି ଦେବେ। ତେବେ ଆସନ୍ତା ଜାନୁଆରୀ ୧୧ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

Leave A Reply

Your email address will not be published.