Odisha Link
Bridging the Missing Links in Odisha

ଆଜି ମାଓ ସମୀକ୍ଷା ବୈଠକ; ଅଧ୍ୟକ୍ଷତା କରିବେ ପୁଲିସ ଡିଜି

ଓଏଲ୍‌ ବ୍ୟୁରୋ: ମାଓବାଦୀଙ୍କ ମୁକାବିଲା ପାଇଁ ଆଜି ମାଓ ସମୀକ୍ଷା ବୈଠକ କରାଯିବ। ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବସିବ ମାଓ ସମୀକ୍ଷା ବୈଠକ। ଗୁଇନ୍ଦା ନିର୍ଦ୍ଦେଶକ, ଏଡିଜି ଅପରେସନ୍, ଏସଆଇଡବ୍ଲୁ ଡିଆଇଜି ଉପସ୍ଥିତ ରହିବେ। ୧୦ ନକ୍ସଲ ଅଧ୍ୟୁଷିତ ଜିଲ୍ଲା ସହ କେନ୍ଦୁଝର ଓ ବୌଦ୍ଧ ଜିଲ୍ଲା ଏସପି ରହିବେ।

Leave A Reply

Your email address will not be published.