Odisha Link
Bridging the Missing Links in Odisha

ରାଜଧାନୀର ଆଧ୍ୟାତ୍ମିକସ୍ଥଳୀର ହେବ ରୂପାନ୍ତରଣ; ୫୦୭ଟି ପ୍ରକଳ୍ପ ପାଇଁ ୧୫.୨୦ କୋଟି ମଞ୍ଜୁରୀ

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଆଧ୍ୟାତ୍ମିକସ୍ଥଳୀ ଯଥା ମନ୍ଦିର, ମଠର ରୂପାନ୍ତରଣ ପାଇଁ ମଞ୍ଜୁରୀ ମିଳିଛି। ସଂଖ୍ୟାଲଘୁ ପୂଜାସ୍ଥଳୀର ମଧ୍ୟ ହେବ ରୂପାନ୍ତରିକରଣ। ରାଜଧାନୀ ଭୁବନେଶ୍ୱରର ୫୦୭ଟି ପ୍ରକଳ୍ପ ପାଇଁ ୧୫.୨୦ କୋଟି ମଞ୍ଜୁରୀ ମିଳିଛି। ୫୦୭ଟି ପ୍ରକଳ୍ପ ପାଇଁ ୧୫.୨୦ କୋଟି ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଏନେଇ ନିକଟରେ ଜନ ପ୍ରତିନିଧିଙ୍କ ସହ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଲୋଚନା କରିଥିଲେ। ତେବେ ଆଲୋଚନା କ୍ରମେ ସମାଧାନର ପ୍ରଂଥାକୁ ମଞ୍ଜୁରୀ ମିଳିଛି। ଖୁବଶୀଘ୍ର ୫୦୭ଟି ପ୍ରକଳ୍ପ ପାଇଁ ୧୫.୨୦ କୋଟି ଖର୍ଚ ହୋଇ ଏହି କାର୍ଯ୍ୟ କରାଯିବ।

Leave A Reply

Your email address will not be published.