Odisha Link
Bridging the Missing Links in Odisha

ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ; ଏଥର ୭ଟି କାର୍ଯ୍ୟଦିବସ

ଓଏଲ୍‌ ବ୍ୟୁରୋ: ଆସନ୍ତା ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଫେବୃଆରୀ ୫ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ଏଥର ବିଧାନସଭାରେ ୭ଟି କାର୍ଯ୍ୟଦିବସ ରହିଛି।

Leave A Reply

Your email address will not be published.