Odisha Link
Bridging the Missing Links in Odisha

ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ; ୮ରେ ବଜେଟ୍

ଓଏଲ୍‌ ବ୍ୟୁରୋ: ଆସନ୍ତା ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଫେବୃଆରୀ ୫ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ଏଥର ବିଧାନସଭାରେ ୭ଟି କାର୍ଯ୍ୟଦିବସ ରହିଛି। ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ୫ରେ ରାଜ୍ୟପାଳ ଅଭିଭାଷଣ ରଖିବେ। ୮ରେ କାମଚଳା ବଜେଟ ଉପସ୍ଥାପନ କରାଯିବ।

Leave A Reply

Your email address will not be published.