Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷା ଫଳ; ଏଥର ୨୩ ଜଣ ହାସଲ କଲେ ଶତପ୍ରତିଶତ ସ୍କୋର

ଓଏଲ୍ ବ୍ୟୁରୋ: ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷା ଫଳ। ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଆଜି ପ୍ରଥମ ଅଧିବେଶନ ପାଇଁ ଜେଇଇ ମେନ୍ ପରୀକ୍ଷା ଫଳ ଘୋଷଣା କରାଯାଇଛି। ତେବେ ଚଳିତ ପରୀକ୍ଷାରେ ୨୩ ଜଣ ଶତପ୍ରତିଶତ ସ୍କୋର ହାସଲ କରିଥିବା ନେଇ ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳ ପ୍ରାୟ ୩ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ jeemain.nta ଓ୍ବେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ। ଏନେଇ ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

Leave A Reply

Your email address will not be published.