Odisha Link
Bridging the Missing Links in Odisha

ଆସନ୍ତା ୨୨ରୁ ପାଳନ ହେବ ଶିକ୍ଷା ସପ୍ତାହ, ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

ଓଏଲ୍‌ ବ୍ୟୁରୋ: ନୂତନ ଜାତୀୟ ଶିକ୍ଷାନୀତିକୁ ପୂରିଲା ୪ ବର୍ଷ। ଏହି ଅବସରରେ ସବୁ ସ୍କୁଲରେ ପାଳନ ହେବ `ଶିକ୍ଷା ସପ୍ତାହ’। ରାଜ୍ୟରେ ୨୨ରୁ ୨୮ ଯାଏ `ଶିକ୍ଷା ସପ୍ତାହ’ ପାଳନ ହେବ। ଜୁଲାଇ ୨୨ ତାରିଖରେ ଶିକ୍ଷା ସାମଗ୍ରୀ ଦିବସ ପାଳନ କରାଯିବ। ଜୁଲାଇ ୨୩ରେ ଏଫଏଲଏନ୍, ଜୁଲାଇ ୨୪ରେ କ୍ରୀଡା, ଜୁଲାଇ ୨୫ରେ ସାଂସ୍କୃତିକ ଦିବସ ହେବ। ଜୁଲାଇ ୨୮ ତାରିଖ ଯାଏ ସ୍କୁଲ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ ହେବ।