ପ୍ରୟାଗରାଜରେ ଭକ୍ତଙ୍କ ଭିଡ଼, ବୁଡ଼…
ଓଏଲ୍ ବ୍ୟୁରୋ: ଆରମ୍ଭ ହେଲା ମହାକୁମ୍ଭ ମେଳା। ମହାକୁମ୍ଭରେ ବୁଡ଼ ପକାଇଲେ ୩୫ ଲକ୍ଷ ଶ୍ରଦ୍ଧାଳୁ। ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପାଇଁ ଭିଡ଼ ଜମିଛି। ସକାଳ ସାଢ଼େ ୭ଟା ସୁଦ୍ଧା ୩୫ ଲକ୍ଷ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇଥିବା ପ୍ରୟାଗରାଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ତ୍ରିବେଣୀ…