Odisha Link
Bridging the Missing Links in Odisha

ତୀର୍ଥଯାତ୍ରାରେ ଗଲେ ୭୭୫ ବରିଷ୍ଠ ନାଗରିକ, ଅଯୋଧ୍ୟା-ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ

ଓଏଲ୍‌ ବ୍ୟୁରୋ: ୨୦୨୪-୨୫ ବର୍ଷର ୭ମ ପର୍ଯ୍ୟାୟରେ ୭୭୫ ଜଣଙ୍କ ତୀର୍ଥଯାତ୍ରା ଆରମ୍ଭ ହୋଇଛି। ୭୭୫ ଜଣ ବରିଷ୍ଠ ନାଗରିକ ଏକ ସ୍ବତନ୍ତ୍ର ଟ୍ରେନରେ ତୀର୍ଥଯାତ୍ରା କରିଛନ୍ତି। ସ୍ବତନ୍ତ୍ର ଟ୍ରେନ୍‌ରେ ଅଯୋଧ୍ୟା-ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ବରିଷ୍ଠ ନାଗରିକଙ୍କ ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ୟୁପିର ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Leave A Reply

Your email address will not be published.