Odisha Link
Bridging the Missing Links in Odisha

ଚେନ୍ନାଇରେ ସୀମା ପୁନଃ ନିର୍ଦ୍ଧାରଣ ବୈଠକ: ସାମିଲ ହେବେ ବିଜେଡିର ବରିଷ୍ଠ ନେତା

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଡି ଲିମିଟେସନ ମିଟିଂରେ ଯୋଗଦେବେ ବିଜେଡିର ଦୁଇ ବରିଷ୍ଠ ନେତା। ଆସନ୍ତାକାଲି ଚେନ୍ନାଇରେ ସୀମା ପୁନଃ ନିର୍ଦ୍ଧାରଣ ସଂପର୍କିତ ବୈଠକରେ ଯୋଗଦେବେ ପୂର୍ବତନ ସାଂସଦ ଆମର ପଟ୍ଟନାୟକ ଏବଂ ବି ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା। ବିଜେଡିର ନେତା ଅମର ପଟ୍ଟନାୟକ ଓ ସଞ୍ଜୟ ଦାସ ବର୍ମା ନବୀନଙ୍କ ପ୍ରତିନିଧି ଭାବେ ଚେନ୍ନାଇରେ ସୀମା ପୁନଃ ନିର୍ଦ୍ଧାରଣ ସଂପର୍କିତ ବୈଠକରେ ଯୋଗଦେବେ।