Odisha Link
Bridging the Missing Links in Odisha

ପୁରୀରେ ହେବ ପ୍ରଶିକ୍ଷଣ ଶିବିର, ନିର୍ଦ୍ଧାରିତ ସମୟରେ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଆସନ୍ତା ୪ ଓ ୫ରେ ନିଯୋଗର ସେବକଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ଶ୍ରୀଜିଉଙ୍କ ଦୈନନ୍ଦିନ ସେବାରେ ନିୟୋଜିତ ସେବକଙ୍କ ପାଇଁ ପ୍ରଶିକ୍ଷଣ ହେବ। ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ପ୍ରଶିକ୍ଷଣ ଶିବିର ହେବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ ଶିକ୍ଷଣ ଶିବିର ଆୟୋଜିତ ହେବ। ୨ ତାରିଖ ଅପରାହ୍ନ ୫ଟା ଭିତରେ ନାମ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।