ଶିକ୍ଷକତା କରିବାକୁ ଅପେକ୍ଷାରତ ଆଶାୟୀଙ୍କ…
ଓଏଲ୍ ବ୍ୟୁରୋ: ଓଡିଶା ବିଧାନସଭା ଅଧିବେଶନର ପ୍ରଶ୍ନକାଳ ଜାରି ରହିଛି। ଗଣଶିକ୍ଷା ଶିକ୍ଷା ବିଭାଗର ଆଲୋଚନା ଜାରି ରହିଥିବାବେଳେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବାକୁ ନୀତିଗତ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଧାନସଭାରେ ଉତ୍ତର ରଖି…