Odisha Link
Bridging the Missing Links in Odisha

ବିଧାନସଭାରେ ବୈଠକ: ସୀମା ସମସ୍ୟା ଉପରେ ହାଉସ୍‌ କମିଟିର ଆଲୋଚନା

ଓଏଲ୍‌ ବ୍ୟୁରୋ: ସୀମା ବିବାଦକୁ ନେଇ ବସିଲା ହାଉସ୍‌ କମିଟି ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବୈଠକ ବସିଛି।ବିଭିନ୍ନ ଅଞ୍ଚଳର ସୀମା ସମସ୍ୟା ଉପରେ ବୈଠକରେ ଆଲୋଚନା କରାଯାଉଛି। ବିଭିନ୍ନ ସୀମା ବିବାଦ ଅଞ୍ଚଳକୁ ଗସ୍ତ କରିବ କମିଟି।କୋଟିଆ, ଗଞ୍ଜାମ, ଗଜପତି, ବାଲେଶ୍ବର ଗସ୍ତ କରିବ କମିଟି। ଆଗକୁ ସବୁ ବିଭାଗର ଅଫିସରଙ୍କୁ ନେଇ କମିଟି ବୈଠକ ନିଷ୍ପତ୍ତି ନେଇଛି।