Odisha Link
Bridging the Missing Links in Odisha

ପାଗରେ ପରିବର୍ତ୍ତନ, ଓଡ଼ିଶା ଛୁଇଁଲା ମୌସୁମୀ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଛୁଇଁଲା ମୌସୁମୀ। ଓଡ଼ିଶାରେ ବହିଲାଣି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ। ପାଗ ଅନୁକୂଳ ଥିବାରୁ ଆଜି ଓଡ଼ିଶା ଛୁଇଁଲା ମୌସୁମୀ। ମେ’ ୨୪ରେ କେରଳ ଛୁଇଁଥିଲା ମୌସୁମୀ ବାୟୁ। ଚଳିତବର୍ଷ ମୌସୁମୀ ବାୟୁ ଆଗୁଆ ଅଗ୍ରସର ହୋଇଛି।