ରାଜ୍ୟରେ କରୋନା ଭୟ: ଭୟଭୀତ ନହେବାକୁ…
ଓଏଲ୍ ବ୍ୟୁରୋ: ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ି ଚାଲିଛି। ଜଣେ ପଜିଟିଭ ଚିହ୍ନଟ ହେବା ପରେ ପୁଣି ରାଜ୍ୟରେ ୫ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କୋଭିଡ ପଜିଟିଭ ଚିହ୍ନଟ ୫ ଜଣଙ୍କୁ ମଧ୍ୟରୁ ଜଣେ ଜଟଣୀ ଓ ଅନ୍ୟ ୪ ଭୁବନେଶ୍ବରର ବୋଲି ସୂଚନା ରହିଛି।…