Odisha Link
Bridging the Missing Links in Odisha
Monthly Archives

May 2025

ରାଜ୍ୟରେ ୫ କୋଭିଡ ପଜିଟିଭ ଚିହ୍ନଟ,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ି ଚାଲିଛି। ଜଣେ ପଜିଟିଭ ଚିହ୍ନଟ ହେବା ପରେ ଆଜି ପୁଣି ରାଜ୍ୟରେ ୫ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କୋଭିଡ ପଜିଟିଭ ଚିହ୍ନଟ ୫ ଜଣଙ୍କୁ ମଧ୍ୟରୁ ଜଣେ ଜଟଣୀ ଓ ଅନ୍ୟ ୪ ଭୁବନେଶ୍ବରର ବୋଲି ସୂଚନା…

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ୍ ବୋମା…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ୍ ବୋମା’ ଶୁଣାଣି ଶେଷ ହୋଇଛି। ୭ ବର୍ଷ ପରେ ଆଜି ମାମଲାର ଚୂଡ଼ାନ୍ତ ରାୟ ଆସିଛି। ପୁଞ୍ଜିଲାଲ ମେହେରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦିଆଯାଇଛି।…

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ୍ ବୋମା…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ପାଟଣାଗଡ଼ 'ପାର୍ସଲ୍ ବୋମା' ଶୁଣାଣି ଶେଷ ହୋଇଛି। ୭ ବର୍ଷ ପରେ ଆଜି ଆସିବ ମାମଲାର ଚୂଡ଼ାନ୍ତ ରାୟ। ପୁଞ୍ଜିଲାଲ ମେହେରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ସୂଚନା ଅନୁସାରେ, ୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ଏଥିରେ…

ଆଜି ରାଜ୍ୟ କ୍ୟାବିନେଟ ବୈଠକ: ଅନେକ…

ଓଏଲ୍‌ ବ୍ୟୁରୋ: ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିପାରେ। ମନ୍ତ୍ରୀ ପରିଷଦ ସଦସ୍ୟ ଏବଂ ସବୁ ବିଭାଗୀୟ…

ବଢ଼ିଲା ମନ୍ତ୍ରୀ ଓ ଅଫିସର୍‌ଙ୍କ ମାସିକ…

ଓଏଲ୍‌ ବ୍ୟୁରୋ: ବଢ଼ିଲା ମନ୍ତ୍ରୀ ଓ ଅଫିସର୍‌ଙ୍କ ମାସିକ ଗାଡ଼ି ଖର୍ଚ୍ଚ। ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ କରାଯାଇଛି। ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ ୫୦,୪୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସେହିଭଳି ଜିଲ୍ଲାପାଳ,…

ହଜାରେ ଟପିଲା କରୋନା ସଂକ୍ରମଣ ମାମଲା:…

ଓଏଲ୍‌ ବ୍ୟୁରୋ: ଦେଶରେ ଗତ ଗୋଟିଏ ସପ୍ତାହ ହେବ କରୋନା ସଂକ୍ରମଣ ବଢ଼ୁଛି। କେବଳ ଗତ ସପ୍ତାହରେ ଦେଶରେ ୭୫୨ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିସହ ଦେଶରେ ମୋଟ୍‌ ସକ୍ରିୟ ମାମଲା ୧ ହଜାର ଟପିଯାଇଛି। କରୋନା ସ୍ଥିତିକୁ ନଜରରେ ରଖି ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। କେନ୍ଦ୍ର…

ପୁରୀ: ଆଜି ୪ ଘଣ୍ଟା ବନ୍ଦ ରହିବ ଜଗା…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିଲାଗି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ରଥଖଳାରେ ଆଗେଇ ଚାଲିଛି ତିନି ରଥ ନିର୍ମାଣ…

ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା,…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଜୁନ ୨୭ରେ ଅନୁଷ୍ଠିତ ହେବ। ଜୋରସୋରରେ ଆଗେଇ ଚାଲିଛି ଶ୍ରୀଜିଉଙ୍କ ତିନି ରଥ ନିର୍ମାଣ। ତିନି ରଥ ପାଇଁ ଆବଶ୍ୟତ ମୋଟ ୪୨ଟି ଚକ ନିର୍ମାଣ…

ବିଧାନସଭାରେ ବୈଠକ: ସୀମା ସମସ୍ୟା ଉପରେ…

ଓଏଲ୍‌ ବ୍ୟୁରୋ: ସୀମା ବିବାଦକୁ ନେଇ ବସିଲା ହାଉସ୍‌ କମିଟି ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବୈଠକ ବସିଛି।ବିଭିନ୍ନ ଅଞ୍ଚଳର ସୀମା ସମସ୍ୟା ଉପରେ ବୈଠକରେ ଆଲୋଚନା କରାଯାଉଛି। ବିଭିନ୍ନ ସୀମା ବିବାଦ ଅଞ୍ଚଳକୁ ଗସ୍ତ କରିବ କମିଟି।କୋଟିଆ, ଗଞ୍ଜାମ, ଗଜପତି, ବାଲେଶ୍ବର ଗସ୍ତ କରିବ କମିଟି।…

ପ୍ରକାଶ ପାଇଲା ବିଜ୍ଞପ୍ତି: ଉତ୍କଳ…

ଓଏଲ୍‌ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟର ନୂଆ ଭିସି ହେଲେ ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟ। ଉତ୍କଳ ବିଶ୍ବବିଦ୍ୟାଳୟର ନୂଆ ଭାରପ୍ରାପ୍ତ ବସି ଭାବେ ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟଙ୍କୁ ଦାୟିତ୍ୱ ଦିଆଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ବାୟୋଟେକ୍ନୋଲୋଜି ବିଭାଗ ଦାୟିତ୍ବରେ ଅଛନ୍ତି। ପରବର୍ତ୍ତୀ…