ଯୁବକଙ୍କୁ ପିଟିପିଟି ମାରିଦେଲେ!

ବାଲେଶ୍ବର: ଗୋଷ୍ଠୀ ସଂଘର୍ଷ ବେଳେ ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସିଂଲା ଥାନା ସାର୍ଥା ବଜାରରେ ପିଟିପିଟି ହତ୍ୟା କରିଛନ୍ତି। ସାମାନ୍ୟ ବଚାସାରୁ ସଂଘର୍ଷ ହୋଇଥିଲା। ଗୁରୁତର ଯୁବକଙ୍କ କଟକ ଏସସିବିରେ ମୃତ୍ୟୁ ହୋଇଛି। ମୃତ୍ୟୁ ଖବର ପାଇ ଉତ୍ତ୍ୟକ୍ତ ଲୋକଙ୍କ ସାର୍ଥା-ସିଂଲା ରାସ୍ତା ଅବରୋଧ କରାଯାଇଛି।