Odisha Link
Bridging the Missing Links in Odisha
Monthly Archives

February 2020

ବିଭାଗୀୟ ସ୍ଥାୟୀ କମିଟି-୩ଙ୍କର ବୈଠକ

ଭୁବନେଶ୍ୱର : ଆଜି ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୩ରେ ବିଭାଗୀୟ ସ୍ଥାୟୀ କମିଟି-୩ଙ୍କର ବୈଠକ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୂର୍ତ୍ତ ବିଭାଗ, ପର୍ଯ୍ୟଟନ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା…

ବିଭାଗୀୟ ସ୍ଥାୟୀ କମିଟି-୪ଙ୍କର…

ଭୁବନେଶ୍ୱର:  ଆଜି ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ବିଭାଗୀୟ ସ୍ଥାୟୀ କମିଟି-୪ଙ୍କର ଚତୁର୍ଦ୍ଦଶ ବୈଠକ ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବିଜ୍ଞାନ ଓ କାରିଗରୀ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ…

ବିଭାଗୀୟ ସ୍ଥାୟୀ କମିଟି-୮ଙ୍କର ଦଶମ ବୈଠକ

ଭୁବନେଶ୍ୱର : ଆଜି ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୩ରେ ବିଭାଗୀୟ ସ୍ଥାୟୀ କମିଟି-୮ଙ୍କର ଦଶମ ବୈଠକ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ, ଶ୍ରମ…

ବିଭାଗୀୟ ସ୍ଥାୟୀ କମିଟି-୧ଙ୍କର ବୈଠକ

ଭୁବନେଶ୍ବର : ଆଜି ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ବିଭାଗୀୟ ସ୍ଥାୟୀ କମିଟି-୧ଙ୍କର ବୈଠକ ବିଧାୟକ କିଶୋର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଆଇନ୍‌ ବିଭାଗର ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ଆକଳନ…

ପିଏମ ମୋଦିଙ୍କୁ ଟାର୍ଗେଟ କଲେ…

ମୁମ୍ବାଇ : ବଲିଉଡରି ସନ୍ୟାସି ନେଇଥିବା ଅଭିନେତ୍ରୀ ଜାଇରା ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି । କାଶ୍ମୀର ଜନ୍ମିତ ଜାଇରା ଭାରତର ବର୍ତ୍ତମାନ ପରିସ୍ଥିତି ଉପରେ ହିଁ ନିଜ ମତ ରଖୁଛନ୍ତି । ଜାଇରା ନିଜ ଅଫିସିଆଲ ଟ୍ୱିଟର ହାଣ୍ଡଲ ଜରିଆରେ ଏକ ଟ୍ୱିଟ କରି ମୋଦିଙ୍କୁ ପ୍ରଶ୍ନ କରିଛନ୍ତି କି, " ଆପଣଙ୍କୁ…

ପୁଣି ରାଜକ୍ଷମା ଅବେଦନ କଲା ନିର୍ଭୟା…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଅକ୍ଷୟ ଠାକୁର ପୁଣି ଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ଆବେଦନ କରିଥିବା ଜଣାପଡିଛି। ଏହାପୂର୍ବରୁ ଅକ୍ଷୟ ଫେବ୍ରୁଆରି ପହିଲାରେ ରାଜକ୍ଷମା ଆବେଦନ କରିଥିଲା। ଯାହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ।…

ବର-କନ୍ୟା ହେଲେ ପାରସ୍‌ ଏବଂ ମାହିରା !…

ମୁମ୍ବାଇ : ଟେଲି ଜଗତର ରିଆଲିଟି ଶୋ ବିଗବସ ୧୩ ସରିଯାଇଛି । ତେବେ ପ୍ରତିଯୋଗୀ ପାରସ ନିଜ ସିରିୟଲ ମୁଝସେ ଶାଦୀ କରୋଗି ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ବିଗ ବସ ଘରେ ପାରସ ଓ ମାହିରାଙ୍କ ବନ୍ଧୁତାକୁ ଅନେକ ଦର୍ଶକ ବେଶ୍ ପସନ୍ଦ କରୁଥିଲେ ।  ତେବେ ଦୁହିଁଙ୍କୁ ଦର୍ଶକ ଖୁବ ଶୀଘ୍ର ପୁଣି ଥରେ ଏକାଠି…

କୋଣାର୍କ ମନ୍ଦିରରୁ କଢ଼ାଯିବ ବାଲି ?

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ା ଯାଇପାରେ ବାଲି। ଏନେଇ ସୂର୍ଯ୍ୟମନ୍ଦିର ସୁରକ୍ଷା ଜାତୀୟ କର୍ମଶାଳାରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। କର୍ମଶାଳା ପରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ତାଙ୍କର ବକ୍ତବ୍ୟ ଦେଇଛନ୍ତି। ଶ୍ରୀ ପଟେଲ କହିଛନ୍ତି ଯେ, ଲୋକେ…

ଫ୍ଲାଇଟ୍‌ ଭିତରେ ପାରା

ନୂଆଦିଲ୍ଲୀ: ଅହମଦାବାଦରୁ ଜୟପୁର ଯାଉଥିବା ‘ଗୋଏୟାର୍‌’ ବିମାନ ଭିତରେ ପାରାଟିଏ ଉଡୁଥିବା ଦେଖି ଯାତ୍ରୀମାନେ ଆଚମ୍ବିତ ହୋଇଯାଇଥିଲେ। ଏହି ଘଟଣାର ଉତ୍ତୋଳିତ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ପାରାଟି ବିମାନ ଭିତରେ ଏମୁଣ୍ଡରୁ ସେମୁଣ୍ଡକୁ ଉଡ଼ି ବୁଲୁଛି। କାଳେ ପାରା ସେମାନଙ୍କ ଦେହରେ…

‘କସୌଟୀ ଜିନ୍ଦେଗୀ କୀ ୨’କୁ ନେଇ ଜୋର…

ମୁମ୍ବାଇ: ସିରିୟଲ କୁଇନ ଏକତା କପୁର ନିଜର ସିରିୟଲକୁ ନେଇକି ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ସିରିୟଲ କସୌଟୀ ଜିନ୍ଦେଗୀ କୀ ଙ୍କୁ ଦର୍ଶକ ବହୁତ ପସନ୍ଦ କରୁଥିବା ସମୟରେ ଏହାର ପାଟ-୨ ବହୁତ ଶୀଘ୍ର ଆସିବାକୁ ଯାଉଛି । ଏକତା ‘କସୌଟୀ ଜିନ୍ଦେଗୀ କୀ ୨’ ସିରିୟଲର ପ୍ରମୋ ସେୟାର କରିଛନ୍ତି ଏହି ପ୍ରମୋରେ…