ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲୀଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ ଅଲ୍ଲୀଙ୍କ ବିୟୋଗ ଘଟିଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ଅଲ୍ଲୀଙ୍କ ପରଲୋକ ହୋଇଛି।
ସୂଚନା ଅନୁସାରେ, ଗତ ୧୪ରେ ଅସୁସ୍ଥାତା ଅନୁଭବ କରିବାରୁ ମେଡିକାଲରେ ଅଲ୍ଲୀ ଭର୍ତ୍ତି ହୋଇଥିଲେ। ଏନେଇ ମତଲୁବଙ୍କ ପରଲୋକ ନେଇ ପୁଅ ମାସୁଦ ଅଲ୍ଲୀ ସୂଚାନ ଦେଇଛନ୍ତି।