Odisha Link
Bridging the Missing Links in Odisha
Daily Archives

September 24, 2020

ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ…

କୋଲକାତା: ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ ଆଜି ଗାଇଡଲାଇନ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ଚଳିତବର୍ଷ କରୋନା ପାଇଁ ଦୁର୍ଗାପୂଜା ନିରାଡ଼ମ୍ବର ହେବ। ଦୁର୍ଗାପୂଜା ଗାଇଡଲାଇନ ମୁତାବକ, ପୂଜା ମଣ୍ଡପକୁ ଭେଣ୍ଟିଲେସନ ପାଇଁ ୪ ପଟୁ ଖୋଲା ରଖାଯିବ। ପ୍ରବେଶ ଫାଟକରେ ହ୍ୟାଣ୍ଡ…

ବୃଦ୍ଧଙ୍କୁ ପିଟି ଗୋଡ ହାତ ଭାଙ୍ଗିଲା…

ପୁରୀ: ୮୩ ବର୍ଷ ବୃଦ୍ଧକୁ ପିଟି ପିଟି ଗୋଡ ହାତ ଭାଙ୍ଗିଦେଲା କଣାସ ପୁଲିସ । ଗତ ଅଗଷ୍ଟ ୧୪ତାରିଖରେ ସାଦାପୋଷାକରେ ୬ଜଣ ଆସି ନିଜକୁ ପୁଲିସ ପରିଚୟ ଦେଇଥିଲେ। ଗୋକୁଳଙ୍କ ଘରେ ପହଞ୍ଚି ତାଙ୍କ ପୁଅକୁ ନେବା ପାଇଁ କହିଥିଲେ। ପୁଅ ସେମାନଙ୍କୁ ତାଙ୍କର ପରିଚୟ ଦେଖାଇଵାକୁ କହିବାରୁ ପୁଅକୁ ନିର୍ଧୁମ ଭାବରେ…

କରୋନାରେ ପରମାଣୁ ବୈଜ୍ଞାନିକ ଶେଖର…

କୋଲକାତା: ପରମାଣୁ ବୈଜ୍ଞାନିକ ପଦ୍ମଶ୍ରୀ ଡା.ଶେଖର ବସୁଙ୍କର ମୃତ୍ୟୁ ହୋଇଛି। ସେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୬୮ରେ ସେଖର ବାସୁ ମୃତ୍ୟୁ ବରଣ କରିଛନ୍ତି। ଦେଶର ଆଣବିକ…

ଘୁଞ୍ଚିଲା ରିୟାଙ୍କ ଜାମିନ ଶୁଣାଣି

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ପ୍ରସଙ୍ଗ ଆସିବା ପରେ ରିୟା ଚକ୍ରବର୍ତ୍ତୀ ଗତ ୧୪ ଦିନ ଧରି ଭାଇଖୋଲା ଜେଲରେ ଅଛନ୍ତି । ରିୟାଙ୍କ ବ୍ୟତୀତ ସୌଭିକକ୍ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡା ମଧ୍ୟ ୬ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବେ । ସେପଟେ ରିୟାଙ୍କ ଓକିଲ ମୁମ୍ବାଇ…

ଓଡିଶାରେ ବ୍ରାଉନ ସୁଗାର ମାମଲାର ତଦନ୍ତ…

ଭୁବନେଶ୍ୱର: ବାଲେଶ୍ବର ବ୍ରାଉନ ସୁଗାର କାରବାରର ତଦନ୍ତ ଦାୟିତ୍ବ ହାତକୁ ନେଲା ଇଡି। ବ୍ରାଉନ ସୁଗାର କାରବାରରେ ମନି ଟ୍ରେଲ୍ ଏବଂ ମନି ଲଣ୍ଡରିଂର ଖୋଳତାଳ କରିବ ଇଡି। ପ୍ରଥମ ଥର ପାଇଁ ଆର୍ଥିକ ଅନିୟମିତତା ଅନୁସନ୍ଧାନରେ କେନ୍ଦ୍ରୀୟ ଏଜେନ୍ସି ଓଡିଶାରେ ବ୍ରାଉନ ସୁଗାର ମାମଲାର ଯାଞ୍ଚ କରିବ। ଗତ…

ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ କଲେ…

ନୂଆଦିଲ୍ଲୀ : ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଜଷ୍ଟରଙ୍କ ସହ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶରେ ଗ୍ୟାସ ଭିତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀ ମାନଙ୍କୁ ଆଗେଇ ଆସିବାକୁ ନିମନ୍ତ୍ରଣ କରିଛନ୍ତି…

ଲୀଲାବତୀ ହସ୍ପିଟାଲକୁ ନେଇ କ୍ରୋଧ ଜାହିର…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଜରିନ ଖାନ ନିଜ ଅଭିନୟର ଯାଦୁରେ ଅନେକ ଦର୍ଶକଙ୍କ ମନ କିଣି ନେଇଛନ୍ତି । ତେବେ ଦେଶର ବିଭିନ୍ନ ସ୍ଥାନରୁ ଡାକ୍ତରମାନଙ୍କୁ ପ୍ରଶଂସା କରିବାରେ ଲୋକ ମାନେଥକୁ ନାହାନ୍ତି , ଏହି ସମୟ ବଲିଉଡ ଅଭିନେତ୍ରୀ ଜରିନ ଖାନ ଡାକ୍ତରଙ୍କ ଉପରେ ଟିକେ ବିରକ୍ତ ହୋଇଛି । ସେ ତାଙ୍କ ସୋସିଆଲ…

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ…

ଆସାମ: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗୋଇ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ହେବାରୁ ଗୋଗୋଇଙ୍କୁ ଗୁଆହାଟୀ ମେଡିକାଲ କଲେଜ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରରେ ଅମ୍ଳଜାନ ସ୍ତର ହ୍ରାସ ହୋଇଥିବା ଜଣାପଡ଼ିଛି। ୮୫ ବର୍ଷୀୟ ଗୋଗୋଇଙ୍କ…

ନୱାଜୁଦ୍ଦିନଙ୍କ ବିରୋଧରେ ଯୌନ ଶୋଷଣ ଓ…

ମୁମ୍ବାଇ: ଅଭିନେତା ନୱାଜୁଦ୍ଦିନ ସିଦ୍ଧିକିଙ୍କ ବିରୋଧରେ ଯୌନ ଶୋଷଣ ଓ ଧୋକା ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଆଲିଆ। ଆଲିଆଙ୍କୁ ଯୌନ ଶୋଷଣ ଆଉ ଧୋକା ଦେବା ପରେ ବାସୋର୍ବ ପୋଲିସ ଷ୍ଟେସନରେ ସେ ଏକ କେସ ଦାଏର କରିଛନ୍ତି। ଏଇ କିଛି ଦିନ ହେବ ନୱାଜୁଦ୍ଦିନ ଓ ତାଙ୍କ ଭାଇ ମାନସିକ ଯନ୍ତ୍ରଣା…

ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ନଈ ପାରି…

ମାଲକାନଗିରି : କର୍ମ ହିଁ ଭଗବାନ । ତାହାର ପ୍ରମାଣ ଦେଇଛନ୍ତି ମହିଳା ଅଙ୍ଗନବାଡି କର୍ମୀ ।ସେମାନେ ଗର୍ଭବତୀ ଓ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଶିଶୁଙ୍କ ଖାଦ୍ୟ ବଂଟନ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ନଇ ପାରି ହୋଇଥିଲେ । ଏହିଭଳି ଦୃଶ୍ୟ ଆସିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରୁ…