Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ମୟୂରଭଞ୍ଜ କୁଳିଅଣା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ପରେ ଭିଜିଲାନ୍ସ ରେଡ। ସହାକାରୀ ଯନ୍ତ୍ରୀ ଜଣକ ହେଉଛନ୍ତି ଧୀରୟା ମାଝୀ।

ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧୀରୟା ମାଝୀଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି। ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଚଢ଼ଉ ଜାରି ରହିଛି।