Odisha Link
Bridging the Missing Links in Odisha
Daily Archives

July 20, 2021

ପେଟ୍ରୋଲ ଲିଟର ୮୦ !

ଜଗତସିଂହପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର। ଏପରିକି ୧୦୦ ଉପରେ ପେଟ୍ରୋଲ ଲିଟର ଦାମ୍। ମହଙ୍ଗା ମାଡ଼ରେ ସମସ୍ତେ ହନ୍ତସନ୍ତ ହେଉଥିବା ବୋେଳେ ପେଟ୍ରୋଲ୍‌ ଲିଟର ପିଛା ୮୦ ଟଙ୍କାରେ ବିକ୍ରି ହେଉଛି। ଏକଥା ଅବିଶ୍ବାସ ଲାଗୁଥିଲେ ମଧ୍ୟ ଏକଦମ୍‌ ସତ। କେନ୍ଦ୍ର ସରକାରଙ୍କ ତେଲ ମାରଣ ନୀତିକୁ ବିରୋଧ…

ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା,…

କଟକ: ଓଲିଉଡ ଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପାରିବାରିକ ବିବାଦରେ ନୂଆ ଟ୍ବିଷ୍ଟ। ମଙ୍ଗଳବାର ଦିନ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ କରିଛନ୍ତି ଆବେଦନ। ଚୂଡ଼ାନ୍ତ ଶୁଣାଣି ପାଇଁ ନିର୍ଦ୍ଧାରିତ ସମୟ…

ସୁରୁଖୁରୁରେ ସରିଲା ମହାପ୍ରଭୁଙ୍କ ନବଦିନ…

ଭୁବନେଶ୍ବର: କୋ‍ଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି। ଏହି କଠିନ ପରିସ୍ଥିତିରେ ମହାପ୍ରଭୂଙ୍କ କରୁଣା ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି ବର୍ଣ୍ଣନାକରି ମୁଖ୍ୟମନ୍ତ୍ରୀ ଶ୍ରୀ…

୬ ବର୍ଷ ପରେ ନୋ ବଲ୍‌ ପକାଇ ଚର୍ଚ୍ଚାରେ…

କଲମ୍ବୋ: କଲମ୍ବୋର ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ। ଶ୍ରୀଲଙ୍କା ଦଳ ପ୍ରଥମେ ଟସ୍‌ ଜିତି ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୨୭୫ ରନ୍‌ କରିଛି। ଯାହାଫଳରେ ଟିମ୍‌ ଇଣ୍ଡିଆ ଆଗରେ ୨୭୬ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା ଦଳ। ଟିମ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ବର କୁମାର ଓ…

ବର୍ଷାରେ ଭୁବନେଶ୍ବର ରାସ୍ତା ବୁଡ଼ିଲା

ଭୁବନେଶ୍ବର: ଭୁବନେଶ୍ବରରେ ପ୍ରବଳ ବର୍ଷା। ଆଜି ଅପରାହ୍ନରେ ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ହୋଇଥିଲା ଜୋରଦାର ପ୍ରବଳବର୍ଷା। ଯାହାଫଳରେ ବର୍ଷା ଯୋଗୁଁ ରାଜଧାନୀର ତଳିଆ ଅଞ୍ଚଳରେ ପାଣିର ସୁଅ ଛୁଟୁଛି। ବର୍ଷା ପାଣି ଜମିବାରୁ ଅନେକ ସ୍ଥାନ ରେ ପାଣି ମଧ୍ୟ ପଶି ଯାଇଛି। ପ୍ରାୟ ଦେଢ଼ ଘଣ୍ଟା ହେବ ବର୍ଷା ଲାଗି…

ସିଂହଦ୍ବାର ସାମ୍ନାରେ ଲାଗିଲା ୩ ରଥ, ଗୀତ…

ପୁରୀ: ବଡ଼ଦାଣ୍ଡରେ ଭିଜି ଭିଜି ସିଂହଦ୍ବାରରେ ପହଁଞ୍ଚିଲେ ଭାଇ ଭଉଣୀ। ସିଂହଦ୍ବାରା ସାମ୍ନାରେ ଆସି ପହଁଞ୍ଚିଲା ଶ୍ରୀଜିଉଙ୍କ ରଥ। ତଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ସିଂହଦ୍ବାର ସମ୍ମୁଖରେ ଲାଗିଲା। ୩ ରଥ ପହଁଞ୍ଚିବା ପରେ ଶହ ଶହ ସେବାୟତ କଲେ ଗୀତଗୋବିନ୍ଦ ଗାନ। ଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକଯାତ୍ରା…

ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁ ମାମଲା,…

ଭୁବନେଶ୍ବର: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ୭ ଦିନ ପରେ ବି ମୃତ୍ୟୁର କାରଣ ପାଉନି ପୁଲିସ୍। ଅନ୍ୟପଟେ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଆସୁଛି ଥରକୁ ଥର ନୂଆ ଟ୍ବିଷ୍ଟ। ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ବୟାନ ଆସିବାରେ ଲାଗିଛି। ଏସବୁ ମଧ୍ୟରେ ପାରଳାଖେମୁଣ୍ଡି ସହକାରୀ ବନ…

ବାନର ରାଜନୀତି: ବିଜେଡି ଛାଡ଼ୁଛନ୍ତି…

ନୟାଗଡ଼: ସାଧାରଣତଃ ବାନର ଦଳରେ ଦଳପତି ଥାଏ ଜଣେ ପୁରୁଷ ମାଙ୍କଡ଼। ନୂଆ ପୁରୁଷ ମାଙ୍କଡ଼ ଟିକିଏ ବଡ଼ହେବା ପରେ ସେମାନଙ୍କୁ ଦଳରୁ ବିଦା କରିଦିଏ ଦଳପତି। ଦଳ ଭିତରେ ଅନ୍ୟ କୌଣସି ପୁରୁଷ ମାଙ୍କଡ଼ର ଆଧିପତ୍ୟକୁ ସେ ସହ୍ୟ କରିପାରେନା। ନୟାଗଡ଼ ରାଜନୀତିକୁ ବିଗତ ୧୭ ବର୍ଷ ଧରି ସମଦଶା ପଡ଼ିଛି। ଶାସକ ବିଜୁ ଜନତା ଦଳ…

ବାହୁଡିଲେ କାଳିଆ ସାଆନ୍ତ, ଗଡିଲା…

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକଯାତ୍ରା ସାରି ଆଜି ପୁଣି ଭାଇ ଭଉଣୀଙ୍କୁ ସାଥିରେ ଘେନି ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା କରୁଛନ୍ତି କାଳିଆ ସାଆନ୍ତ। ଘଣ୍ଟ ଘଣ୍ଟା ନାଦ, ଡାହୁକ ଡାକରେ ଶ୍ରୀମନ୍ଦିର ଅଭିମୁଖେ ଗଡିଲା ନନ୍ଦିଘୋଷ ରଥ। ତେବେ ବାହୁଡା ଯାତ୍ରାର…

ରାଜ କୁନ୍ଦ୍ରାଙ୍କ ପରେ ଗିରଫ ହେଲେ ଆଉ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜନେସମ୍ୟାନ୍ ରାଜକୁନ୍ଦ୍ରାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଅଶ୍ଳୀଳ ଫିଲ୍ମ ନିର୍ମାଣ ଏବଂ ସେଗୁଡିକୁ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ…