Odisha Link
Bridging the Missing Links in Odisha
Daily Archives

July 20, 2021

୪ ଜିଲ୍ଲାରେ କରୋନା ଗ୍ରାଫ୍ ପ୍ଲାଟୋ…

ଭୁବନେଶ୍ୱର: ଅଧିକ ପଜିଟିଭ୍ ରହୁଥିବା ୪ ଜିଲ୍ଲାରେ କମୁଛି ସଂକ୍ରମଣ। ଏବେ କରୋନା ଗ୍ରାଫ୍ ପ୍ଲାଟୋ ଷ୍ଟେଜରେ ରହିଛି। ତେଣୁ ୪ ଜିଲ୍ଲାରେ ସର୍ଭିଲାନ୍ସକୁ ତ୍ୱରାନ୍ୱିତ କରାଯାଉଛି। ଏହି ସବୁ ଜିଲ୍ଲାକୁ ଅଧିକ ଫୋକସ୍ ଦେବାକୁ ପଡିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ବିଜୟ…

ଗଜପତି ଦିବ୍ୟସିଂହ ଦେବଙ୍କ ଛେରାପହଁରାକୁ…

ଭୁବନେଶ୍ୱର: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଆଜି ଜନ୍ମବେଦିରୁ କର୍ମବେଦିକୁ ବାହୁଡ଼ୁଛନ୍ତି ମହାବାହୁ। ତେବେ ରଥଟଣା ପୂର୍ବରୁ ସବୁଠାରୁ ଆକର୍ଷଣୀୟ ହେଉଛି ଗଜପତି ମହାରାଜଙ୍କ ଛେରା ପହଁରା। ଚଳିତ ବର୍ଷ ରଥଯାତ୍ରାରେ ରେକର୍ଡ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଚଳିତ ବର୍ଷକୁ ମିଶାଇ…

ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ରଥଟଣା

ପୁରୀ: ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହେଲା ରଥଟଣା। ବଡଦାଣ୍ଡରେ ଗଡିଲା ତାଳଧ୍ୱଜ ରଥ। ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ଶ୍ରୀଜିଉ। ନବଦିନାତ୍ମକ ଯାତ୍ରା ସାରି ବାହୁଡୁଛନ୍ତି ତିନି ଠାକୁର। ବଡ଼ଦାଣ୍ଡରେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ। ଶ୍ରୀସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଏବଂ…

ଖସିଯିବାକୁ ଚାଲ୍ ଖେଳୁଛି ବୋହୂ:…

ସୋର: ସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲାରେ ଟ୍ବିଷ୍ଟ୍। ସୌମ୍ୟଙ୍କ ମୃତ୍ୟୁର ୭ ଦିନ ପରେ ବି ମୃତ୍ୟୁର କାରଣ ପାଉନି ପୋଲିସ। କିନ୍ତୁ ଏହାରି ଭିତରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ବୟାନ ଆସିବାରେ ଲାଗିଛି। ଆଜି ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ବୟାନ ନେଇ ପ୍ରତିକ୍ରିୟା ରଖିଛନ୍ତି  ସୌମ୍ୟଙ୍କ…

ଇଦ୍‌ ପୂର୍ବରୁ ଆତ୍ମଘାତୀ ବିସ୍ଫୋରଣ, ୩୫…

ବାଗଦାଦ: ଇଦ୍‌ ପୂର୍ବରୁ ଇରାକ୍ ରାଜଧାନୀର ଏକ ବଜାରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଫଳରେ ବାଗଦାଦ ଉପକଣ୍ଠ ରାସ୍ତା କଡ଼ରେ ଘଟିଥିବା ଏହି ଭୟଙ୍କର ବିସ୍ଫୋରଣରେ ଅତି କମରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇରାକର ସୁରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏହି…

ଛେରା ପହଁରା ନୀତି ଆରମ୍ଭ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକଯାତ୍ରା ସାରି ଆଜି ପୁଣି ଭାଇ ଭଉଣୀଙ୍କୁ ସାଥିରେ ଘେନି ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା କରିବା କାଳିଆ ସାଆନ୍ତ। ତେବେ କଡା କଟକଣା ଭିତରେ ରଥାରୁଢ ହୋଇ ଶ୍ରୀସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଏବଂ…

ଜ୍ୱାଇଁ ମୋର ଦେବତା: ସୌମ୍ୟଙ୍କ ଶ୍ୱଶୂର

ଉଦଳା: ଏସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲାରେ ଟ୍ବିଷ୍ଟ୍। ସୌମ୍ୟଙ୍କ ମୃତ୍ୟୁର ୭ ଦିନ ପରେ ବି ମୃତ୍ୟୁର କାରଣ ପାଉନି ପୋଲିସ। କିନ୍ତୁ ଏହାରି ଭିତରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ବୟାନ ଆସିବାରେ ଲାଗିଛି। ଗତକାଲି ସୌମ୍ୟଙ୍କ ମାଆ ବାପା ମାମୁଁଙ୍କର ବୟାନ ଆସିଲା ପରେ ଆଜି ଆସିଛି ସୌମ୍ୟଙ୍କ ସ୍ତ୍ରୀ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ମୟୂରଭଞ୍ଜ କୁଳିଅଣା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ପରେ ଭିଜିଲାନ୍ସ ରେଡ। ସହାକାରୀ ଯନ୍ତ୍ରୀ ଜଣକ ହେଉଛନ୍ତି ଧୀରୟା ମାଝୀ। ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧୀରୟା ମାଝୀଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି। ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ…

ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକଯାତ୍ରା ସାରି ଆଜି ପୁଣି ଭାଇ ଭଉଣୀଙ୍କୁ ସାଥିରେ ଘେନି ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା କରିବା କାଳିଆ ସାଆନ୍ତ। ତେବେ କରୋନା କଟକଣା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ପାଳିତ ହେଉଛି ମହାପ୍ରଭୁଙ୍କ ଘୋଷଯାତ୍ରା।…

ଅଶ୍ଲୀଳ ଫିଲ୍ମ ତିଆରି ମାମଲାରେ ଶିଳ୍ପା…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସ୍ ସୋମବାର ଦିନ ଗିରଫ କରିଛି। ଏକ ଅଶ୍ଲୀଳ ଫିଲ୍ମ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମୁମ୍ବାଇ ପୁଲିସ୍ କମିଶନରଙ୍କ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଅଶ୍ଲୀଳ…